Below header

IRCTC ବାତିଲ୍‌ କଲା ୫୩୩ଟି ଟ୍ରେନ, ଦେଖନ୍ତୁ ପୁରା ଲିଷ୍ଟ

ରେଲେଓ୍ଵ ପକ୍ଷରୁ ଆଜିଠାରୁ ଅନେକ ଟ୍ରେନ ଯାତାୟତ ବାତିଲ୍‌ ହୋଇଛି। ଯଦି ଆପଣ ଆଜି କୌଣସି ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ପ୍ରଥମେ ଘରୁ ବାହାରିବା ପୂର୍ବରୁ ଚେକ୍‌ କରିନିଅନ୍ତୁ ଆପଣଙ୍କ ଟ୍ରେନ ରଦ୍ଦ ହୋଇଛି କି ନାହିଁ। ସୂଚନା ମୁତାବକ ଆଜି ୪୦୯ଟି ଟ୍ରେନ କ୍ୟାନସଲ ହୋଇଛି ଏବଂ ଏଥିରେ ୩୨୨ଟି ରେଳଗାଡିର ଯାତାୟତ ସମ୍ପୂର୍ଣ୍ଣ ବାତିଲ୍‌ ହୋଇଛି।

ଆପଣଙ୍କ ସୁବିଧା ପାଇଁ ଆମେ ଆପଣଙ୍କୁ କିଛି ପ୍ରମୁଖ ଟ୍ରେନ ବାତିଲ ହେବାର ଲିଷ୍ଟ ବିଷୟରେ ସୂଚନା ଦେବୁ। ତେବେ ଜାଣିରଖନ୍ତୁ କେଉଁସବୁ ଟ୍ରେନ୍‌ ବାତିଲ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.