କରୋନା ଭାଇରସ୍‌ ଯୋଗୁ ଲଗାତର ଖସିବାରେ ଲାଗିଛି ସେୟାର ବଜାର, ଜାଣନ୍ତୁ କେତେ ପଏଣ୍ଟରେ ପହଁଚିଛି ସେନସେକ୍ସ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଯୋଗୁ ଲଗାତର ଖସିବାରେ ଲାଗିଛି ସେୟାର ବଜାର । ଆଜି ସେନ୍‌ସେକ୍ସ ୨୧୧.୬ ପଏଣ୍ଟରେ ଖୋଲିଥିଲା । ସେହିପରି ନିଫ୍‌ଟି ୧୦୮.୭୫ ପଏଣ୍ଟରେ ଖୋଲିଥିଲା । ବର୍ତ୍ତମାନ ସେନସେକ୍ସ ୧୩୭.୯୪ ପଏଣ୍ଟ ୨୮ ହଜାର ୧୫୦.୨୯ରେ ପହଞ୍ଚିଛି । ସେହିପରି ନିଫ୍ଟି ୩୯.୧୫ ପଏଣ୍ଟ ସହ ୮ ହଜାର ୨୨୪.୩୦ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.