ଝାରଖଣ୍ଡ ଓ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀ ମନ୍ଦିରର ଉଡିଗଲା ବାନା

କରଞ୍ଜିଆ: ଝାରଖଣ୍ଡ ଓ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛିନ୍ତି ମା କିଚେକେଶ୍ୱରୀ । ଗତକାଲି ରାତିରେ ମା ଙ୍କ ମନ୍ଦିର ରେ ପତକା କାଳ ବୈଶାଖୀ ରେ ଉଡିଯାଇଛି । ଆଜି ମନ୍ଦିର ନୀତି ଚାଲିଥିବା ବେଳେ ଭକ୍ତ ମାନଙ୍କ ପାଇଁ ବନ୍ଦ ରହିଛି ମନ୍ଦିର ।

Leave A Reply

Your email address will not be published.