Below header

ଦିଲ୍ଲୀ ୟୁନିଭରସିଟିରେ ଚାକିରି ପାଇବାର ସ୍ୱପ୍ନ ହେବ ପୂରଣ, ଜଲଦି କରନ୍ତୁ ଆବେଦନ

ଦିଲ୍ଲୀ ୟୁନିଭରସିଟିରେ କେମେଷ୍ଟ୍ରି ଡିପାର୍ଟମେଣ୍ଟ(ରସାୟନ ବିଜ୍ଞାନ ବିଭାଗ)ର ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ଗେଷ୍ଟ ଫ୍ୟାକଲ୍ଟି ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଇଛୁକ ଆବେଦନକାରୀ ଆବେଦନ କରିବାକୁ ଚାହୁଁଥିଲେ ଆଜି ହିଁ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।

ପଦବୀ ନାମ ଏବଂ ପଦ ସଂଖ୍ୟା

ଗେଷ୍ଟ ଫ୍ୟାକଲ୍ଟି : ୨୮

ବୟସ ସୀମା

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ବୟସ ସୀମା ଦିଲ୍ଲୀ ୟୁନିଭରସିଟି ନିୟମାନୁସାରେ ନିର୍ଦ୍ଧାରିତ କରାଯାଇଛି।

aa

ମହତ୍ୱପୂର୍ଣ୍ଣ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ : ୨୧ ଏପ୍ରିଲ ୨୦୨୦

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ : ୧୫ ମେ ୨୦୨୦

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ପାଇଁ ଆପଣମାନେ ଜାରି କରାଯାଇଥିବା ନୋଟିଫିକେସନ ଚେକ୍ କରନ୍ତୁ।

ଆବେଦନ ପ୍ରକ୍ରିୟା

ଇଛୁକ ଆବେଦନକାରୀ ଅଫିସିଆଲ ୱେବସାଇଟକୁ ଯାଇ ଜାରି କରାଯାଇଥିବା ସୂଚନା ଡାଉନଲୋଡ କରନ୍ତୁ। ଏହାପରେ ସମସ୍ତ ସୂଚନା ସମ୍ପର୍କରେ ଜାଣିବା ପରେ ଜାରି କରାଜସିଥିବା ନିର୍ଦେଶ ଅନୁସାରେ ଶେଷ ତାରିଖ ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ। ଆବେଦନ ପତ୍ର ଜମା କରିବା ସମୟରେ ଯେପରି କିଛି ତ୍ରୁଟି ନରହେ ସେଥିପ୍ରତି ଧ୍ୟାନ ରଖନ୍ତୁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.