Below header

ଏହି ସଂସ୍ଥାରେ ୧୦ମ ପାସ୍ କରିଥିବା ଛାତ୍ର, ଛାତ୍ରୀମାନଙ୍କ ପାଇଁ ବାହାରିଲା ଚାକିରୀର ସୁଯୋଗ, ମିଳିବ ୪୦ ହଜାର ରୁ ଅଧିକ ଦରମା

ସୀମା ସଡକ ସଂଗଠନରେ ମେକାନିକାଲ ଚାଳକ ପରିବହନ, ଇଲେକ୍ଟ୍ରିସିୟାନ ଏବଂ ଅନ୍ୟ ପଦବୀରେ ନିଯୁକ୍ତି ବାହାରିଛି। ମୋଟ ୭୭୮ଟି ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନକାରୀମାନଙ୍କ ପାଇଁ ବୟସ ସୀମା ୧୮ ବର୍ଷ ରୁ ୨୫ ବର୍ଷ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି।

ପଦବୀ ନାମ ପଦବୀ ସଂଖ୍ଯା ବେତନ
ଚାଳକ ଯାତ୍ନିକ ପରିବହନ (ସାଧାରଣ ଗ୍ରେଡ) ୩୮୮ ୧୯୯୦୦-୪୪୪୦୦/-
ଇଳେକ୍ଟ୍ରିସିଆନ ୧୦୧ ୧୯୯୦୦-୪୪୪୦୦/-
ଭେହିକିଲ ମେକାନିକ ୯୨ ୧୮୦୦୦-୩୯୯୦୦/-
ମଲ୍ଟି ସ୍କିଲ୍ଡ ୱାର୍କର ୧୯୭ ୧୮୦୦୦-୩୯୯୦୦/-

ଆବେଦନ ତାରିଖ

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ-୧୬ ଜୁଲାଇ ୨୦୧୯

sarkari jobଆବେଦନ ଶୁକ୍ଳ

ଜେନେରାଲ, ଓବିସି, ଇଡଲ୍ୟୁଏସ- ୫୦ ଟଙ୍କା

ଏସସି, ଏସଟି ଙ୍କ ପାଇଁ କୌଣସି ଶୁକ୍ଳ ନାହିଁ।

ଆବେଦନ ପ୍ରକ୍ରିୟା

ଇଛୁକ ଆବେଦନକାରୀମାନେ ଆବଶ୍ୟକୀୟ ପ୍ରମାଣପତ୍ର ସହ ୧୬. ୦୭. ୨୦୧୯ ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପରୀକ୍ଷା ସ୍ଥାନ- ଖଡକୀ (ମହାରାଷ୍ଟ୍ର)
ପରୀକ୍ଷାରେ ଫିଜିକାଲ ଟେଷ୍ଟ, ପ୍ରାକ୍ଟିକାଲ ପରୀକ୍ଷା ଏବଂ ଳିଖିତ ପରୀକ୍ଷା ମାଧ୍ୟମାରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.