Below header

ପଢନ୍ତୁ, ଫାଶୀ ଦେବା ପୂର୍ବରୁ କଏଦୀର କାନରେ କ’ଣ କହିଥାଏ ଘାତକ !

ଆପଣ ମାନେ ସିନେମାରେ ଏହି ସିନ୍ ତ, ଦେଖି ହିଁ ଥିବେ ଯେଉଁଥିରେ ଘାତକ ମାନେ ଫାଶୀ ଦେଇଥାନ୍ତି କଏଦୀ ମାନଙ୍କୁ । କିନ୍ତୁ ଆପଣ କ’ଣ କେବେ ଏସବୁରେ ନୋଟିସ୍ କରିଛନ୍ତି କି, ଘାତକ ଫାଶୀ ଦେବା ପୂର୍ବରୁ କଏଦୀର କାନରେ କ’ଣ କହିଥାଏ । ହେଇଥିବ ଆପଣ ସିନେମା ପରଦା ଉପରେ ଏମିତି ହେବାର ବିଲକୁଲବି ଦେଖି ନଥିବେ କିନ୍ତୁ ଅସଲ ଜୀବନରେ ଏମିତି ହିଁ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଫାଶୀ ସହ ଜଡିତ କିଛି ଏମିତି କଥା ବିଷୟରେ ଜଣାଇବୁ ଯାହା ବିଷୟରେ ବୋଧେ ଆପଣ ମାନେ ଜାଣି ନଥିବେ । ଫାସିର ସମୟ ପାଇଁ କିଛି ନିୟମ ତିଆରି ହୋଇଛି ଯେଉଁ ଥିରେ ଫାସିର ଫନ୍ଦା, ଫାସି ଦିନର ସମୟ, ଫାସିର ପକ୍ରିୟା ଆଦି ବିଷୟରେ । ଭାରତରେ ଯେତେବେଳେ କୗଣସି ଦୋଷୀକୁ ଫାସି ହେବାର ଥାଏ ଘାତକ ଫାଶି ଦିନ ପୂର୍ବରୁ କଏଦୀର କାନରେ କିଛି କହିଥାଏ ଏବଂ ଏହା ପରେ ଦୋଷୀକୁ ତା ଦୋଷର ଦଣ୍ଡ ଫାଶୀ ଦଣ୍ଡରେ ଦଣ୍ଡିତ ଦିଆଯାଇଥାଏ । କିନ୍ତୁ ଏହି ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ କେଉଁ କଥା ଘାତକ କହିଥାଏ କଏଦିର କାନରେ ?

 

ଏବେ ଅସନ୍ତୁ ଆମେ ଆପଣଙ୍କୁ ପରିସ୍କାରଭାବେ ଜଣାଉଛୁ । ସବୁଠାରୁ ପ୍ରଥମେ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ କି ଭାରତରେ କେବଳ ଦୁଇ ଜଣ ଘାତକ ଅଛନ୍ତି । ଏମାନଙ୍କୁ ସରକାର ସମସ୍ତ କଏଦୀ ମାନଙ୍କୁ ଫାଶୀଦେବା ପାଇଁ ଦରମା ମଧ୍ୟ ଦେଇଥାନ୍ତି । ଏହି କାମକୁ କରିବା ପାଇଁ ହୃଦୟରେ ବହୁତ ବଡ କଲିଜା ଥିବା ଉଚିତ୍ । କାହାକୁ ନିଜ ହାତରେ ମୃତ୍ୟୁର ଘାଟକୁ ଠେଲିବା ସତରେ ନିଜ ପାଖରେ ବହୁତ ବଡ କାମ ହୋଇଥାଏ ।

ସାଧାରଣ ଲୋକଙ୍କୁ ଫାଶୀ ଦେବା ପାଇଁ ସରକାର ଏହି ଘାତକ ମାନଙ୍କୁ ୩୦୦୦ଟଙ୍କା ଦିଆଯାଇଥାଏ । ଯେତେବେଳେ କୌଣସି ଆତଙ୍କବାଦୀକୁ ଫାସି ଦେବା ପାଇଁ ଏହର ଦାମ୍ ବଢାଇ ଦିଆଯାଏ । ଅପଣଙ୍କୁ ଏହା ନିଶ୍ଚୟତଭାବେ ଜଣା ଥିବ ଯେ ଇନ୍ଦିରା ଗାନ୍ଧୀଙ୍କର ଅପରାଧୀକୁ ଫାଶୀ ଦେବା ପାଇଁ ଘାତକଙ୍କୁ ୨୫୦୦୦ଟଙ୍କା ଦିଆଯାଇଥିଲା ।

 

କହିରଖୁଛୁ, ଭାରତରେ ସମ୍ବିନ୍ଧାନ ସର୍ବଶ୍ରେଷ୍ଟ ଅଟେ । ଯଦି କୌଣସି ବ୍ୟକ୍ତି ଏହାର ବିରୋଧରେ ଯାଇ କିଛି କରିଥାନ୍ତି ତ, ସମ୍ବିନ୍ଧାନ ଅନୁସାରେ ସେହି ବ୍ୟକ୍ତିଙ୍କ ବିରୋଧରେ ଉଚିତ୍ ଦଣ୍ଡବିଧାନ କରାଯାଇଥାଏ । ଏହା ପାଇଁ ଅଲଗା ଭାରତୀୟ ଦଣ୍ଡସଂହିତା ତିଆରି କରାଯାଇଛି ଯେଉଁ ଥିରେ ସମସ୍ତ ଦୋଷର ଦଣ୍ଡର ଉଲ୍ଲେଖ କରାଯାଇଛି । ଯଦି କୌଣସି ବ୍ୟକ୍ତି କାହାକୁ ଜୀବନରେ ମାରି ଦେଇଥାନ୍ତି ତ, ଏହାର ଦଣ୍ଡ ମୃତ୍ୟୁ ବା ଫାସିର ଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ ।

ଫାଶୀ ଦିନର କିଛି ସମୟ ପୂର୍ବରୁ ଘାତକ ଅପରାଧିର କାନରେ କ୍ଷମା ପ୍ରାର୍ଥନା କରିଥାଏ ଏବଂ କହିଥାଏ ’ମତେ କ୍ଷମା କରି ଦେ ଭାଇ, ମୁଁ ମୋ କର୍ତ୍ତବ୍ୟ ଆଗରେ ବାଧ୍ୟ ଅଟେ’ ଯଦି ମରିବା ଲୋକଟି ହିନ୍ଦୁ ହୋଇଥାଏ ତ, ଘାତକ ତାକୁ ରାମ ରାମ କହିଥାନ୍ତି । ଯଦି ମୁସଲିମ୍ ହୋଇଥାଲ ତ, ଘାତକ ତାକୁ ଶେଷ ସଲାମ୍ ଜଣାଇଥାଏ । ଏହା ସହ ଘାତକ ତାକୁ କହିଥାଏ କି ‘ମୁଁ ସରକାରଙ୍କ ଆଦେଶର ଗୋଲାମ ଏଥିପାଇଁ ଚାହିଁକି ବି କିଛି କରିପାରୁ ନାହିଁ’ । ବସ୍ ଏତିକି କହିବା ପରେ ଫାଶୀର ଫନ୍ଦାକୁ ଭିଢି ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.