କୋରାପୁଟ ଦେଓଘାଟିରେ ଅଘଟଣ, ବଡ଼ଭାଇର ଆକ୍ରମଣରେ ସାନଭାଇ ମୃତ

କୋରାପୁଟ(କେନ୍ୟୁଜ୍): ବଡ଼ଭାଇର ଆକ୍ରମଣରେ ସାନଭାଇର ମୃତ୍ୟୁ। କୋରାପୁଟ ସଦର ଥାନା ଦେଓଘାଟି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ସଦର ଥାନା ପୋଲିସ ବଡଭାଇକୁ ଅଟକ ରଖି ପଚରା ଉଚରା କରୁଛି।