Below header

ଦ୍ୱାଦଶ ପାସ୍‌ କରିଥିବା ବ୍ୟକ୍ତିଙ୍କ ପାଇଁ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ଜଲଦି କରନ୍ତୁ ଆବେଦନ

ଅଏଲ ଇଣ୍ଡିଆ ଲିମିଟେଡରେ ଅପରେଟର ପଦ ପାଇଁ ନିଯୁକ୍ତି ଜାରି ହୋଇଛି। ଅଏଲ ଇଣ୍ଡିଆ ଲିମିଟେଡରେ ଅପରେଟର ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯୋଗ୍ୟ ଏବଂ ଆଶାୟୀ ପ୍ରାର୍ଥୀ ଅଫିସିଆଲ ୱେବସାଇଟ ଜରିଆରେ ଏହି ପଦ ପାଇଁ ଆବେଦନ କରିପାରିବେ। ଆଶାୟୀ ପ୍ରାର୍ଥୀ ୧୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବେ। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…

ପଦ ସଂଖ୍ୟା– ୩୬

ପଦ ନାମ – ସଞ୍ଚାଳକ I (HMV)

ଶିକ୍ଷାଗତ ଯୋଗ୍ୟତା– ଦ୍ୱାଦଶ (ଡ୍ରାଇଭିଙ୍ଗ ଲାଇସେନ୍ସ ଥିବା ଜରୁରୀ)

ବେତନ – ୧୬,୦୦୦ ରୁ ୩୪,୦୦୦

ବୟସ ସୀମା– ୧୮ ରୁ ୩୦ ବର୍ଷ

ଆବେଦନର ଶେଷ ତାରିଖ– ଅଗଷ୍ଟ ୩୦

ଏମିତି କରନ୍ତୁ ଆବେଦନ :

ଇଚ୍ଛୁକ ପ୍ରାର୍ଥୀ oil india.com ଜରିଆରେ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.