RBIରେ ନଅଶହ ପଦ ପାଇଁ ହେଉଛି ନିଯୁକ୍ତି, ଅନ୍ତିମ ତାରିଖ ପୂର୍ବରୁ କରନ୍ତୁ ଆବେଦନ

ଆରବିଆଇ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଅନେକ ପଦ ପାଇଁ ଭର୍ତ୍ତୀ କରିବାକୁ ଯାଉଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୯୨୬ ଆସିଷ୍ଟାଣ୍ଟ ପଦ ପାଇଁ ନିଯୁକ୍ତି କରାଯିବ। ଆଶାୟୀ ପ୍ରାର୍ଥି ଅନ୍ତିମ ତାରିଖ ପୂର୍ବରୁ ଆବେଦନ କରିଦିଅନ୍ତୁ। ଏହି ପଦ ପାଇଁ ଆବେଦନ ପତ୍ର ଭରିବା ପାଇଁ ଅନଲାଇନ୍‌ ଫର୍ମ, ବୟସ ସୀମା, ଯୋଗ୍ୟତା, ସ୍ଥାନ ବିଷୟରେ ଜାଣିବା ପାଇଁ ଆପଣଙ୍କୁ ଅଫିସିଆଲ ୱେବସାଇଟକୁ ଯାଇ ନୋଟିଫିକେସନ୍‌ ଚେକ କରିପାରିବେ।

ପଦର ବିବରଣୀ

ପୋଷ୍ଟର ନାମ                      ସଂଖ୍ୟା                ଦରମା

ସହାୟକ (ଆସିଷ୍ଟାଣ୍ଟ)              ୯୨୬                  ୩୬୦୯୧ (ପ୍ରତି ମାସ)

rbi recruitmentଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀ ଅତିକମରେ ୫୦% ଅଙ୍କରେ କୌଣସି ବି ବିଷୟରେ ସ୍ନାତକର ଡିଗ୍ରୀ ଏବଂ ପିସିରେ ଓ୍ଵାର୍ଡ ପ୍ରୋସେସିଙ୍ଗର ଜ୍ଞାନ କରହିଥିବା ଅତ୍ୟନ୍ତ ଆବଶ୍ୟକ।

ବୟସ ସୀମା

ଆବେଦନକାରୀଙ୍କ ନ୍ୟୁନତମ ବୟସ ୨୦ ବର୍ଷ ଏବଂ ଅଧିକତମ ବୟସ ୨୮ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ଆବେଦନ ଶୁଳ୍କ

ଜେନେରାଲ/ଓବିସି – ୪୫୦
ଏସସି/ଏସଟି/ଆବେଦନକାରୀଙ୍କ ପାଇଁ – ୫୦

ଏପରି କରନ୍ତୁ ଆବେଦନ ଶୁଳ୍କର ପେମେଣ୍ଟ

ଡେବିଟ୍‌ କାର୍ଡ, କ୍ରେଡିଟ୍‌ କାର୍ଡ, ନେଟ୍‌ ବ୍ୟାକିଂ ମାଧ୍ୟମରେ ପରୀକ୍ଷା ଶୁଳ୍କର ପେମେଣ୍ଟ କରିପାରିବେ।

studentଗୁରୁତ୍ୱପୂର୍ଣ୍ଣ ତାରିଖ

• ଅନଲାଇନ ଆବେଦନ କରିବାର ପ୍ରାରମ୍ଭିକ ତାରିଖ – ୨୩ ଡିସେମ୍ବର ୨୦୧୯

• ଅନଲାଇନ ଆବେଦନ କରିବାର ଶେଷ ତାରିଖ – ୧୬ ଜାନୁୟାରୀ ୨୦୨୦

• ପେମେଣ୍ଟ କରିବାର ଶେେ ତାରିଖ – ୧୬ ଜାନୁୟାରୀ ୨୦୨୦

• ଅନଲାଇନ୍‌ ପ୍ରାରମ୍ଭିକ ପରୀକ୍ଷା ତାରିଖ – ୧୪ ଏବଂ ୧୫ ଫେବ୍ରୁୟାରୀ ୨୦୨୦

• ଅନଲାଇନ୍‌ ମେନ୍‌ ପରୀକ୍ଷା – ମାର୍ଚ୍ଚ ୨୦୨୦

କେମିତି କରିବେ ଆବେଦନ

ଆବେଦନକାରୀଙ୍କ ୱେବସାଇଟ ମାଧ୍ୟମରେ ଅନଲାଇନ ଆବେଦନ ୨୩.୧୨.୨୦୧୯ରେ ୧୬ ଜାନୁୟାରୀ ୨୦୨୦ ପର୍ଯ୍ୟନ୍ତ କରିପାରିବେ।

ଚାକିରି ସ୍ଥାନ – ଅଖିଳ ଭାରତୀୟ

ଚୟନ ପ୍ରକ୍ରିୟା

ଚୟନ କରାଯିବାର ଅନଲାଇନ୍‌ ପ୍ରାରମ୍ଭିକ ପରୀକ୍ଷା, ଅନଲାଇନ୍‌ ମୁଖ୍ୟ ପରୀକ୍ଷା ଏବଂ ଭାଷା ପ୍ରବୀଣତା ଉପରେ ଆଧାରିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.