Below header

ସ୍ନାତକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, AIIMSରେ ପାଇ ପାରିବେ ଚାକିରି

ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ। ଏମ୍ସରେ ବିଭିନ୍ନ ପଦବୀରେ ସରକାରୀ ଚାକିରିରେ ନିଯୁକ୍ତି ପାଇଁ ସୂଚନା ଜାରି କରାଯାଇଛି। ସୂଚନା ମୁତାବକ ଏହି ନିଯୁକ୍ତି ଜୁନିୟର ଇଂଜିନିୟର ପଦବୀ ଏବଂ ଷ୍ଟେନୋ ସମେତ ଅନେକ ପଦବୀରେ ନିଯୁକ୍ତି ହେବ। ରିପୋର୍ଟ ଅନୁଯାୟୀ ଏହି ପଦବୀରେ ନିଯୁକ୍ତ ପାଇଁ ଆବଦେନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ଶିକ୍ଷାଗତ ଯୋଗ୍ୟତା:

ଇଛୁକ ଆବଦେନକାରୀଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ନିର୍ଦ୍ଦାରିତ କରାଯାଇଛି।

job vacancyବୟସ ସୀମା:

ଆବଦେନକାରୀଙ୍କ ପାଇଁ ଅଧିକତମ ବୟସ ସୀମା ୪୫ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ଜରୁରୀ ତାରିଖ:

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୧୨ ଫେବୃଆରୀ ୨୦୨୦

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୧୨ ମାର୍ଚ୍ଚ ୨୦୨୦

ଆବେଦନ ଶୁଳ୍କ ଜମା କରିବାର ଶେଷ ତାରିଖ: ୧୨ ମାର୍ଚ୍ଚ ୨୦୨୦

aiimsଆବେଦନ ଶୁଳ୍କ:

ସାମାନ୍ୟ ଏବଂ ଓବିସି ବର୍ଗର ଆବଦେନକାରୀଙ୍କ ପାଇଁ- ୧୫୦୦ଟଙ୍କା

ଏସସି, ଏସଟି, ଇଡବ୍ଲ୍ୟୁଏସ ବର୍ଗର ଆବଦେନକାରୀଙ୍କ ପାଇଁ- ୧୨୦୦ଟଙ୍କା

ଦିବ୍ୟାଙ୍ଗ ଆବଦେନକାରୀଙ୍କ ପାଇଁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ।

ଆବେଦନ ପ୍ରକ୍ରିୟା:

ଇଛୁକ ଆବଦେନକାରୀ ଏବଂ ଯୋଗ୍ୟ ପ୍ରାର୍ଥୀ ଏମ୍ସ େଓ୍ଵବସାଇଟ //www.aiimsexams.org/ ଜରିଆରେ ଆବଦେନ କରିପାରିବେ।

aiims_ଚୟନ ପ୍ରକ୍ରିୟା:

ଆବଦେନକାରୀଙ୍କ ଚୟନ ପ୍ରକ୍ରିୟା କମ୍ପ୍ୟୁଟର ଟେଷ୍ଟ (CBT) ଏବଂ ସାକ୍ଷାତକାର ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.