Below header

୭୧୩ ପଏଣ୍ଟକୁ ଖସିଲା ସେନସେକ୍ସ

ମୁମ୍ବାଇ : ଆଜି ଗୋଟିଏ ଦିନରେ ଆଜି ବମ୍ବେ ଷ୍ଟକ ଏକ୍ସଚେଂଜ ସୂଚକାଙ୍କ ଖସିଲା ୭୧୩ ପଏଣ୍ଟ । ଗତକାଲି ବମ୍ବେ ଷ୍ଟକ୍ ଏକ୍ସଚେଂଜର ଇଣ୍ଡେକ୍ସ ୩୬ ହଜାର୬୭୩ ପଏଣ୍ଟରେ ବନ୍ଦ ହୋଇଥିଲା । ଆଜି ୭୧୩ ପଏଣ୍ଟ ଖସି ୩୫ ହଜାର ୯୫୯ରେ ପଂହଚିଥିଲା । ତେବେ ଆସନ୍ତାକାଲି ୫ ଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ବିଏସ୍ଇ ସେନ୍ସେକ୍ସ ଇଣ୍ଡକ୍ସରେ ଏହାର ପ୍ରଭାବ ପଡିଛି ବୋଲି କୁହାଯାଉଛି । ଆସନ୍ତାକାଲି ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.