Below header

ପୁଣି ବଢ଼ିଲା ସେନସେକ୍ସ

ନୂଆଦିଲ୍ଲୀ : ପୁଣି ସେୟାର ବଜାରରେ ଉତ୍ସାହ। ଦୁଇ ଦିନ ଛୁଟି ପରେ ସୋମବାର ସକାଳେ କାରବାର ଆରମ୍ଭରୁ ଉପରମୁହାଁ ହୋଇଛି ସେନସେକ୍ସର ଗତି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନସେକ୍ସ ୩୭,୪୯୧.୩୯ ପଏଣ୍ଟରେ ଖୋଲିବା ପରେ ୩୭, ୪୦୮.୩୩ ପଏଣ୍ଟରେ ପହଞ୍ଚିଥିଲା । ସେହିଭଳି ନିଫଟି ୧୧,୨୯୬.୬୫ରୁ ଖୋଲି ଅଳ୍ପ କେଇ ମିନିଟ୍ ମଧ୍ୟରେ ୧୧,୩୦୦ ପଏଣ୍ଟକୁ ବୃଦ୍ଧି ପାଇଥିଲା । ଦିନ ୧୦ଟା ବେଳକୁ ସେନସେକ୍ସ ୩୭,୪୯୬.୮୦ ଓ ନିଫଟି ୧୧,୩୦୯.୩୫ ପଏଣ୍ଟରେ ପହଞ୍ଚିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.