ଆଠମଲ୍ଲିକରେ ୧୨ଘଣ୍ଟିଆ ବନ୍ଦ ଡାକରା

ଅନୁଗୁଳ : ଅଇଡାସ୍ଥିତ ଆଦର୍ଶ ବିଦ୍ୟାଳୟର ସ୍ଥାନାନ୍ତରକୁ ବିରୋଧ କରି ଆଠମଲ୍ଲିକ ବିକାଶ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବିଦ୍ୟାଳୟକୁ ଆଠଗଡ଼ରୁ ବନମାଳିପୁରକୁ ସ୍ଥାନାନ୍ତରଣକୁ ବିରୋଧ କରାଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌  ହୋଇଯାଇଛି। ମଞ୍ଚ ପକ୍ଷରୁ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରାଯାଇଛି। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.