ଅକ୍ଷୟ ତୃତୀୟା ପାଇଁ ଶସ୍ତା ହେଲା ସୁନା, କେତେ ଜାଣନ୍ତୁ

ନୂଆଦିଲ୍ଲୀ : ଅକ୍ଷୟ ତୃତୀୟାକୁ ସୁନା କିଣିବା ପାଇଁ ଶୁଭ ସମୟ ବୋଲି କୁହାଯାଇଥାଏ। ଏନେଇ ବଜାରରେ ସୁନା ଦୋକାନ ମାନଙ୍କରେ ବିଭିନ୍ନ ଆର୍କଷଣୀୟ ଅଫର ମଧ୍ୟ ଦେଖିବାକୁ ମିଳିଥାଏ। ପୂର୍ବରୁ ସୁନା ଦର ଦେଶରେ ଆଉ ଟିକେ ଶସ୍ତା ହୋଇଥିଲା। ତେବେ ଆଜି ମଧ୍ୟ ସୁନା ଦରରେ କିଛିଟା ହ୍ରାସ ପାଇଛି। ଏନେଇ ଏବେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୩୦,୫୬୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ଦର ୩୨,୩୪୦ ଟଙ୍କା ରହିଛି ।

 

Leave A Reply

Your email address will not be published.