Below header

୧୨ଶହ ପ୍ରବାସୀ ଓଡ଼ିଆଙ୍କୁ ନେଇ ତେଲେଙ୍ଗାନାରୁ ଝାଡଖଣ୍ଡ ଅଭିମୁଖେ ବାହାରିଲା ସ୍ୱତନ୍ତ୍ର ଟ୍ରେନ୍

ତେଲେଙ୍ଗାନା: ୧୨ଶହ ପ୍ରବାସୀ ଓଡ଼ିଆଙ୍କୁ ନେଇ ତେଲେଙ୍ଗାନାରୁ ବାହାରିଲା ସ୍ୱତନ୍ତ୍ର ଟ୍ରେନ୍‌। ତେଲେଙ୍ଗାନାରୁ ଏହି ଟ୍ରେନ୍‌ ଝାଡଖଣ୍ଡ ଅଭିମୁଖେ ବାହାରିଛି। ସକାଳ ୫ଟାରୁ ଏହି ଟ୍ରେନ୍‌ ବାହାରି ଆଜି ରାତିରେ ଝାଡଖଣ୍ଡର ହାଟିଆ ଷ୍ଟେସନରେ ପହଞ୍ଚିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲକ୍‌ଡାଉନ୍‌ ପାଇଁ ଏହି ଶ୍ରମିକମାନେ ଫଶି ଯାଇଥିଲେ। ଝାଡଖଣ୍ଡରେ ସମସ୍ତେ ପ୍ରବାସୀ ଓଡ଼ିଆ ପହଞ୍ଚିବା ପରେ କ୍ୱାରେଣ୍ଟାଇନ୍‌ରେ ରଖାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.