Below header
Browsing Tag

odia expatriates

ପ୍ରବାସୀ ଓଡ଼ିଆ ଫେରିବା ଚିନ୍ତା: କର୍ଣ୍ଣାଟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା, ବୈଠକରେ…

ଭୁବନେଶ୍ବର: କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରୁ ଫେରିବେ ପ୍ରବାସୀ ଓଡ଼ିଆ । ଏନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କିରଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିରୁପ୍ପାଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂରେ ନବୀନ କଥା ହୋଇଥିଲେ । କର୍ଣ୍ଣାଟକରେ…

୧୨ଶହ ପ୍ରବାସୀ ଓଡ଼ିଆଙ୍କୁ ନେଇ ତେଲେଙ୍ଗାନାରୁ ଝାଡଖଣ୍ଡ ଅଭିମୁଖେ ବାହାରିଲା ସ୍ୱତନ୍ତ୍ର ଟ୍ରେନ୍

ତେଲେଙ୍ଗାନା: ୧୨ଶହ ପ୍ରବାସୀ ଓଡ଼ିଆଙ୍କୁ ନେଇ ତେଲେଙ୍ଗାନାରୁ ବାହାରିଲା ସ୍ୱତନ୍ତ୍ର ଟ୍ରେନ୍‌। ତେଲେଙ୍ଗାନାରୁ ଏହି ଟ୍ରେନ୍‌ ଝାଡଖଣ୍ଡ ଅଭିମୁଖେ ବାହାରିଛି। ସକାଳ ୫ଟାରୁ ଏହି ଟ୍ରେନ୍‌ ବାହାରି ଆଜି ରାତିରେ ଝାଡଖଣ୍ଡର ହାଟିଆ ଷ୍ଟେସନରେ ପହଞ୍ଚିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…