Below header

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୫୫୦ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ପୁଣି ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ୨୪ ଘଣ୍ଟାରେ ୨୯ ଜିଲ୍ଲାରୁ ଆଜି ୧୫୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୩୫୫, ଖୋର୍ଦ୍ଧା ୨୪୧, ସୁନ୍ଦରଗଡ଼ ୧୧୮, କଟକ ୯୯, ସମ୍ବଲପୁର ୮୯, ଢେଙ୍କାନାଳ ୭୨, ମାଲକାନଗିରି ୬୪, ବାଲେଶ୍ଵର ୬୩, କନ୍ଧମାଳ ୬୨, ପୁରୀ ୫୯, କୋରାପୁଟ ୪୧, ମୟୁରଭଞ୍ଜ ୩୯, ଭଦ୍ରକ ୩୮, ଗଜପତି ୩୨, ବଲାଙ୍ଗୀର ୨୬, ରାୟଗଡା ୨୦, ଜଗତସିଂହପୁର ୧୮, ଝାରସୁଗୁଡା ୧୭, ଯାଜପୁର ୧୬, କେନ୍ଦ୍ରାପଡା ୧୬, କେନ୍ଦୁଝର ୧୬, ବୌଦ୍ଧ ୧୫, ଅନୁଗୁଳ ୪, ନୟାଗଡ଼ ୨, ବଲାଙ୍ଗୀର ଓ ସୋନପୁରରୁ ୫ କଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡାରୁ ୬ ଜଣ ଲେଖାଏଁ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ୪୨୨୭୬ରେ ପହଞ୍ଚିଛି ସୁସ୍ଥ ସଂଖ୍ୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.