ଆଜି ରାଜ୍ୟରେ ସୁସ୍ଥ ହେଲେ ୨୬୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର (କେନ୍ୟୁଜ୍):  ଆଜି ୩୦ ଜିଲ୍ଲାରୁ ଆଉ ୨୬୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨ ଲକ୍ଷ ୪୬ ହଜାର ୮୩୭ ରେ ପହଞ୍ଚିଛି ବୋଲି ଟ୍ବିଟ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛି ।


ଆଜି ସୁସ୍ଥ ହୋଇଥିବା ୨୬୧୦ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୮ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୦୪, ସୁନ୍ଦରଗଡ଼ ୧୭୧, ଅନୁଗୁଳ ୧୪୮. ଯାଜପୁର ୧୧୯, ବାଲେଶ୍ଵର ୧୧୩, ସମ୍ବଲପୁର ୧୦୯, ମୟୁରଭଞ୍ଜ ୯୯, ବଲାଙ୍ଗୀର ୯୫, ନବରଙ୍ଗପୁର ୯୧, ବରଗଡ଼ରୁ ୮୩ ଜଣ ସୁସ୍ଥ ହୋଇଛନ୍ତି ।


ସେହିପରି ଜଗତସିଂହପୁରରୁ ୭୮, ଭଦ୍ରକ ୬୯, ଝାରସୁଗୁଡା ୬୮, କେନ୍ଦ୍ରାପଡା ୬୮, କେନ୍ଦୁଝର ୬୧, ନୂଆପଡା ୬୧, ପୁରୀ ୫୪, ସୋନପୁର ୫୩, କଳାହାଣ୍ଡି ୫୨, କୋରାପୁଟ ୫୦, କନ୍ଧମାଳରୁ ୪୫ ଜଣ ଓ ଷ୍ଟେଟ ପୁଲରୁ ୯୩ ଜଣ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.