Below header

ଆଜି ସିଲଭର ସିଟି କଟକରୁ ୧୨୭ ଜଣ ନୂଆ ପଜିଟିଭ୍‌ ଚିହ୍ନଟ, ଜାଣନ୍ତୁ କେତେ ଅଛି ମୋଟ ଆକ୍ରାନ୍ତ ସଂଖ୍ୟା

କଟକ (କେନ୍ୟୁଜ) : ଆଜି କଟକ ସହରରୁ ଆଜି ୧୨୭ ଜଣ ନୂଆ ପଜିଟିଭ କେଶ ସାମ୍ନାକୁ ଆସିଥିବା ଜଣାଯାଇଛି । ଆଜି ସକାଳ ସମୟରେ ଜିଲ୍ଲାରୁ ୧୪୯ ଜଣ ନୂଆ ଆକ୍ରାନ୍ତ ବାହାରୀ ଥିବା ବେଳେ ସେମଧ୍ୟରୁ ସହରରୁ ୧୨୭ ଜଣ ଅଛନ୍ତି । ଆଜିର ପଜିଟିଭକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧୦୪କୁ ବୃଦ୍ଧି ପାଇଥିବା ବେଳେ ସେମଧ୍ୟରୁ ୧୮୬୦ ଜଣ ସୁସ୍ଥ ହୋଇଛନ୍ତି । ଯେବେକି ସହରରେ ୧୨୨୭ଟି ଆକ୍ଟିଭ କେଶ ରହିଛି । ସହରରୁ ୧୭ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.