Below header

୮୧ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ଧର୍ମପଦ ଓ ବାଜି ରାଉତଙ୍କ ଭଳି ହେବା ପାଇଁ ଦେଲେ ପରାମର୍ଶ ; ବନେଇ ଚୁନେଇ କହିଲେ ବାଗଚୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ସ୍କୁଲ, କଲେଜ ଆଦିରେ ପଢୁଥିବା୮୧ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ବାର୍ତ୍ତା ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ବାର୍ତ୍ତା । ଧର୍ମପଦ, ବାଜି ରାଉତର ଉଦାହରଣ ଦେଇ କରୋନାକୁ ନ ଡରିବାକୁ ପରାମର୍ଶ ଦେଇଛନ୍ତି । ସାଙ୍ଗମାନଙ୍କ ସହ ଖେଳିବା ନାହିଁ । ବାପା ମାଆଙ୍କ କଥା ମାନିବା । ପାଠ ପଢ଼ିବା । କଷ୍ଟ ପାଠ ସହଜ ହୋଇଯିବ । ମନକୁ ଖୁସି ରଖିବା । ଘରେ ସବୁଥିରେ ସହଯୋଗ କରିବା । ସବୁ ସପ୍ତାହରେ ଗୋଟିଏ ଲେଖାଏଁ ନୂଆ କଥା ଶିଖିବା । ଏଭଳି ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଅପରାହ୍ନ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଅତି ଚମତ୍କାର ଢଙ୍ଗରେ ବୁଝାଇ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.