Below header

କରୋନା ନେଇ କେନ୍ଦ୍ର ସରକାରଙ୍କ ସୂଚନା:ଅନେକ ବ୍ୟାବସାୟିକ ପ୍ରତିଷ୍ଠାନରୁ ଉଠିଲା କଟକଣା, ଜାଣନ୍ତୁ କଣ କଣ ଖୋଲିବ

କେନ୍ୟୁଜ(ବ୍ୟୁରୋ): କରୋନା ନେଇ କେନ୍ଦ୍ର ସରକାରଙ୍କ ସୂଚନା । ତାଲାବନ୍ଦ କଟକଣା ଭିତରେ ଅଟା ଓ ଡାଲି ମିଲ ଖୋଲା ରହିବ । ପ୍ରିପେଡ ମୋବାଇଲ ସର୍ଭିସକୁ କୋହଳ କରାଯାଇଛି । ମିଲ୍କ ପ୍ରୋସେସିଂ ୟୁନିଟ ଉପରେ କଟକଣା କୋହଳ କରାଯାଇଛି । ବହି ଦୋକାନ, ପଙ୍ଖା ମରାମତି ଦୋକାନ ଖୋଲା ରହିବ ।

ଦେଶରେ ୨୪ ଘଣ୍ଟାରେ ୧୪୦୯ ନୂଆ ଆକ୍ରାନ୍ତ । ୭୮ ଜିଲ୍ଲାରେ ୧୪ ଦିନ ହେବ କିଛି ବି ନୂଆ କେସ ଆସିନି । ଦେଶରେ ଏଯାଏଁ ୬୮୧ ଜଣଙ୍କର ମୃତ୍ୟୁ ହୋଇଛି । ଏଯାଏଁ ୨୧,୩୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ କେସ – ୧୬,୪୫୪, ସୁସ୍ଥ ହୋଇଛନ୍ତି – ୪୨୫୭ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.