Below header

କରିନା କପୁରଙ୍କ ହମ୍‌ସକଲ ସୋସିଆଲ ମିଡିଆରେ ସୃଷ୍ଟି କଲେ ହଇଚଇ, ଦେଖନ୍ତୁ ମଜାଦାର ଭିଡିଓ

ଆଜିକାଲି ବଲିଉଡ୍‌ ସେଲିବ୍ରିଟିମାନଙ୍କ ‘ହମ୍‌ସକଲ’ ସୋସିଆଲ ମିଡିଆରେ ଖୁବ୍‌ ପପୁଲାର୍‌ ହେଉଛନ୍ତି। କ୍ୟାଟ୍ରିନା କୈଫ୍‌, ଦୀପିକା ପାଦୁକୋନ ଓ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ‘ହମ୍‌ସକଲ’ଙ୍କ ଭିଡିଓ ନିକଟରେ ଭାଇରାଲ ହୋଇଥିଲା। ଆଉ ଏବେ ଏଥିରେ ସାମିଲ ହୋଇଛନ୍ତି କରିନା କପୁର ଖାନ୍‌। ତାଙ୍କ ହମ୍‌ସକଲଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଏ ନେଇ ଚର୍ଚ୍ଚା ଜୋର୍‌ଦାର ଚାଲିଛି।

k1

ଏହି ହମ୍‌ସକଲ ଯୁବତୀଙ୍କ ନାଁ ‘ଶନୟା ସଚଦେବା’। ସେ ପ୍ରାୟତଃ କରିନାଙ୍କ ଭଳି ଡ୍ରେସ୍‌ ପିନ୍ଧି ଏବଂ ତାଙ୍କ ଡାଏଲଗ୍‌ କହି ମିମିକ୍ରି କରୁଥିବାର ନଜର ଆସିଥାଆନ୍ତି।

 

View this post on Instagram

 

Kareena Kapoor Khan’s doppelganger mimics the actress #kareenakapoorkhan #kareenakapoor #doppleganger #entertainmenttimes #etimes

A post shared by ETimes (@etimes) on

k6

ଶନୟା, କରିନାଙ୍କ ଫିଲ୍ମ ‘କଭି ଖୁସି କଭି ଗମ୍‌’, ‘ମେଁ ପ୍ରେମ୍‌ କି ଦିଓ୍ଵାନୀ ହୁଁ’ ଏବଂ ‘ଜବ୍‌ ଓ୍ଵି ମେଟ୍‌’ର ଡାଏଲଗ୍‌ସ କହିଥାଆନ୍ତି। ତେବେ ଆଗକୁ କରିନା ଫିଲ୍ମ ‘ଇଂଲିଶ ମିଡିୟମ୍‌’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.