Below header

କରୋନା ଭ୍ଯାକସିନର ଦ୍ବିତୀୟ ଡୋଜ ନେଲେ ଅମିତାଭ ବଚ୍ଚନ, ଫଟୋ ସହିତ ସେୟାର କଲେ ଜୋକ୍

କରୋନା ସଂକ୍ରମଣ ବଢୁଥିବାରୁ ଭ୍ଯାକସିନ ପ୍ରକ୍ରିୟା ମଧ୍ୟ ବଢାଇଦିଆଯାଇଛି। ଏପର୍ଯ୍ଯନ୍ତ ଅନେକ ବଲିଉଡ ସେଲିବ୍ରିଟି ପ୍ରଥମ ଭ୍ଯାକସିନ ଏବଂ ଦ୍ବିତୀୟ ଭ୍ଯାକସିନ ମଧ୍ୟ ନେଇସାରିଲେଣି। ଇଦ୍ ଅବସରରେ ସଲମାନ ମଧ୍ୟ ଭ୍ଯାକସିନର ଦ୍ବିତୀୟ ଡୋଜ ନେଇସାରିଲେଣି। ଏବେ ଭ୍ଯାକସିନର ଦ୍ବିତୀୟ ଡୋଜ ଅମିତାଭ ବଚ୍ଚନ ନେଇଛନ୍ତି। ଭ୍ଯାକସିନର ଦ୍ବିତୀୟ ଡୋଜ ନେବା ସମୟର ଫଟୋ ଅମିତାଭ ସେୟାର କରିଛନ୍ତି।

 

View this post on Instagram

 

A post shared by Amitabh Bachchan (@amitabhbachchan)

ଫଟୋ ସେୟାର କରି ଅମିତାଭ ଜୋକ୍ ମଧ୍ୟ ସେୟାର କରିଛନ୍ତି। ଅମିତାଭ ଲେଖିଛନ୍ତି ‘ ଦ୍ବିତୀୟ ଥର ହୋଇଗଲା, କୋଭିଡ ବାଲା, କ୍ରିକେଟ ବାଲା ନୁହେଁ, ,ସରି ସରି ବହୁତ ଖରାପ ଥିଲା। ସୂଚନାଯୋଗ୍ଯ, ପୂର୍ବରୁ ଅମିତାଭ ବଚ୍ଚନଙ୍କ ସହିତ ପୁରା ପରିବାର ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.