ରଣବୀର କପୁରଙ୍କୁ ଇଡିର ସମନ, ଅକ୍ଟୋବର ୬ରେ ହାଜର ହେବାକୁ ନିର୍ଦ୍ଦେଶ

ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଇଡିରୁ ସମନ ମିଳିଛି । ଏହି ନୋଟିସ ଅନଲାଇନ ଗେମିଂ କେସରେ ମିଳିଛି । ତାଙ୍କୁ ଅକ୍ଟୋବର ୬ ତାରିଖରେ ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି ।

ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଇଡିରୁ ସମନ ମିଳିଛି । ଏହି ନୋଟିସ ଅନଲାଇନ ଗେମିଂ କେସରେ ମିଳିଛି । ତାଙ୍କୁ ଅକ୍ଟୋବର ୬ ତାରିଖରେ ଇଡି ଅଫିସରେ ହାଜର ହେବାକୁ କୁହାଯାଇଛି । ରଣବୀରଙ୍କ ଛଡା ଏହିମାମଲାରେ ଅନ୍ୟ କେତେକ ଅଭିନେତ୍ରୀ ଏବଂ ଗାୟକଙ୍କ ନାମ ରହିଛି । ଏହି ତାଲିକାରେ ସନ୍ନି ଲିଓନ ଏବଂ ନେହା କକ୍କରଙ୍କ ନାମ ମଧ୍ୟ ରହିଛି ।

ରଣବୀର ମହାଦେବ ଅନଲାଇନ ଗେମିଂ ଆପ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରଙ୍କ ବିବାହରେ ସାମିଲ ରହିଥିଲେ ।

 

ଇଡି କହିଛି ଯେ, ମହାଦେବ ଅନଲାଇନ୍ ବୁକ୍ ବେଟିଂ ଆପ୍ ଏକ ସିଣ୍ଡିକେଟ୍ ଭାବେ କାର୍ଯ୍ୟ କରୁଛି। ଏହି ସଂସ୍ଥା ଅନୈତିକ ଭାବେ ବେଟିଂ ୱେବସାଇଟ୍ ଚଲାଇବା ପାଇଁ ଅନଲାଇନ୍ ପ୍ଲାଟଫର୍ମ ବ୍ୟବସ୍ଥା କରୁଛି। ଏହାର ମୁଖ୍ୟ କା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.