ନିବସ୍ତ୍ର ହୋଇ ଟିଭି ଦେଖିବା ପସନ୍ଦ କରନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ କିଏ ?

ମୁମ୍ବାଇ : ଆଜିର ଦୁନିଆରେ ଲୋକଙ୍କର ଭିନ୍ନଭିନ୍ନ ପ୍ରକାରର ସଉକ ରହିଥାଏ।କାହାକୁ ଅଧିକ ଖାଇବାର ସଉକ ରୁହେ ତ କାହାକୁ ଅଧିକ ଶୋଇବାର। ଠିକ୍ ସେହିପରି ଏକ ହଲିଉଡ ଅଭିନେତ୍ରୀ ତାଙ୍କର ବିଚିତ୍ର ସଉକ ବିଷୟରେ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି। ଅଭିନେତ୍ରୀ ଜଣଙ୍କର ନାଁ ହେଉଛି ‘ଜେନିଫର ଏନିଷ୍ଟନ୍’। ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ, ତାଙ୍କୁ ନ୍ୟୁଡ଼(ନିବସ୍ତ୍ର) ହୋଇ ଟେଲିଭିଜନରେ ଦେଖିବା ଖୁବ୍ ପସନ୍ଦ।

jennifer

ନିକଟରେ ଏକ ମିଡିଆ ଇଣ୍ଟରଭ୍ୟୁ ସମୟରେ ଜେନିଫରଙ୍କୁ ପ୍ରଶ୍ନ ପଚରାଯାଇଥିଲା ସମ୍ବୋଗ, ଗାଧୋଇବା ଏବଂ ସ୍ବିମିଂ ବ୍ୟାତୀତ ତାଙ୍କୁ ଆଉ କଣ କାମ ନିବସ୍ତ୍ର ହୋଇ କରିବାକୁ ଭଲ ଲାଗେ? ଯାହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ, “ମତେ ନ୍ୟୁଡ଼(ନିବସ୍ତ୍ର) ହୋଇ ଟିଭି ଦେଖିବାକୁ ପସନ୍ଦ “। ଯାହା ଶୁଣିବାକୁ ପରେ ସେଠାରେ ଉପସ୍ଥିତ ସମସ୍ତ ମିଡିଆ ଆଶ୍ଚର‌୍ୟ୍ୟ ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.