Below header

ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି ଏହି ମଡେଲଙ୍କ ଫଟୋ

ପାକିସ୍ତାନର ଏହି ମଡେଲଙ୍କ ସମ୍ପର୍କରେ ସୋସିଆଲ ମିଡ଼ିଆରେ ଚାଲିଛି ଜୋରଦାର ଚର୍ଚ୍ଚା । ଏହି ସେକ୍ସି ମଡେଲଙ୍କ ନାଁ ହେଲା ଆଫ୍ରିନ ଖାନ । ଆଫ୍ରିନ ଖାନ ପାକିସ୍ତାନର ମୁରାଦବାଦରେ ଜନ୍ମ ହୋଇଥିଲେ । ସେ ପାକିସ୍ତାନର ଜଣେ ବହୁ ଲୋକପ୍ରିୟ ମଡେଲ, ଡ୍ୟାନ୍ସର ଏବଂ ଅଭିନେତ୍ରୀ । ତେବେ ଆଫ୍ରିନଙ୍କ ବିଷୟରେ କଥା ହେବାର କାରଣ ସେ ବର୍ତ୍ତମାନ ସୋସିଆଲ ମିଡ଼ିଆ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ପାକିସ୍ତାନରେ ବହୁତ ସୁନ୍ଦର ସୁନ୍ଦର ମଡେଲ ଏବଂ ଅଭିନେତ୍ରୀ ରହିଥିବାବେଳେ କିନ୍ତୁ ଏହି ମଡେଲଙ୍କ କଥା ଟିକେ    ନିଆରା ।

modelପେସାରେ ଆଫ୍ରିନ ଜଣେ ମଡେଲ ଏବଂ ଡ୍ୟାନ୍ସର । ସେ ନିଜର ଅନେକ ଭିଡିଓ ୟୁଟ୍ୟୁବରେ ଅପଲୋଡ୍ କରିଛନ୍ତି । ଫେସବୁକରେ ମଧ୍ୟ ଆଫ୍ରିନ ବେଶ୍ ଚର୍ଚ୍ଚିତ । ଇନ୍ସଟାଗ୍ରାମରେ ମଧ୍ୟ ଆଫ୍ରିନଙ୍କ ବହୁ ମାତ୍ରାରେ ଫଲୋୟର୍ସ ଅଛନ୍ତି । ତେବେ ବୋଲ୍ଡ ଅନ୍ଦାଜ୍ ପାଇଁ ତାଙ୍କର ବିଭିନ୍ନ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.