Below header

ସୋନମ କପୁର ସ୍ୱାମୀ ଆନନ୍ଦ ଆହୁଜାଙ୍କ ପାଇଁ ପ୍ରସ୍ତୁତ କଲେ ଖାଦ୍ୟ, ଏଥର ବନାଇଲେ ‘କ୍ୱାରେଣ୍ଟାଇନ ବ୍ରେକଫାଷ୍ଟ’

କରୋନା ଭାଇରସ ଯୋଗୁ ବଲିଉଡ ଅଭିନେତ୍ରୀ ସୋନମ କପୁର ଏବେ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ କ୍ୱାରେଣ୍ଟାଇନରେ ରହୁଛନ୍ତି ଏବଂ ସ୍ୱାମୀଙ୍କ ପାଇଁ ସ୍ଵାଦିଷ୍ଟ ଖାଦ୍ୟ ରାନ୍ଧି ନିଜ କଳାକୁ ପରିପୂର୍ଣ୍ଣ କରୁଛନ୍ତି।

କିଛି ଦିନ ପୂର୍ବରୁ ସୋନାମ ହେଲଦି frozen ଟୋଫୁ ଗୋଲମରିଚ ଏବଂ ପିଆଜ ସହିତ ପ୍ରସ୍ତୁତ କରିଥିଲେ। ନିକଟରେ କରିଥିବା ଏକ ପୋଷ୍ଟରେ ଦ୍ୱିପ୍ରହର ମେନୁ ସେୟାର କରିଥିଲେ, ଯେଉଁଥିରେ ଟେଷ୍ଟି ଇଟାଲିଆନ ଡିସ ସାମିଲ ଥିଲା।

s

to

ସୋନାମଙ୍କର ଶେଷ କୁକଆଉଟ ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ ଥିଲା, ଯାହାକୁ ସେ ଖାସ ଆନନ୍ଦଙ୍କ ପାଇଁ ପ୍ରସ୍ତୁତ କରିଥିଲେ । ଏଥିପାଇଁ ସେ avocado, ଅଣ୍ଡା ସହ ଭଜା ଭେଜିଟେବୁଲ ଯେପରି ବ୍ରୋକଲି, ପାଳଙ୍ଗ, ବିନ୍ସ, ମସରୁମ ଆଦି ସାମିଲ କରିଥିଲେ।

କେବଳ ଏତିକି ନୁହେଁ, ସେ କଦଳୀ ସ୍ଲାଇସ ସହିତ ପ୍ୟାନ କେକ ମଧ୍ୟ ତିଆରି କରିଥିଲେ। ଘରେ ରହି ଏହି ଅଭିନେତ୍ରୀ ଓ ତାଙ୍କ ସ୍ୱାମୀ ସ୍ପେଶାଲ କ୍ୱାରେଣ୍ଟାଇନ ବ୍ରେକଫାଷ୍ଟର ମଜା ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.