Below header

ଓଡ଼ିଶାରେ ପଜେଟିଭ୍‌ ସଂଖ୍ୟା ୯କୁ ବୃଦ୍ଧି, ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ୩ ଜଣ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ପଜେଟିଭ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଆଜି ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ୩ ଜଣ ଚିହ୍ନଟ କରାଯାଇଛି । ଏ ସମ୍ପର୍କରେ କିଛି ସମୟ ତଳେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍‌ କରି ଜଣାଇଛି । ତେବେ ଏ ସମ୍ପର୍କରେ ଅଧିକ ବିବରଣୀ ମିଳି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.