ଅଙ୍ଗୁରରେ ଭରି ରହିଥିବା ଟବରେ ଟପଲେସ୍‌ ହେଲେ ସନି ଲିଓନୀ, ଭିଡିଓ ସୋସିଆଲ ମିଡିଆରେ କରୁଛି ବ୍ଲାଷ୍ଟ

କିଛି ନା କିଛି କାରଣ ପାଇଁ ସନ୍ନି ଲିଓନୀ ରୁହନ୍ତି ଚର୍ଚ୍ଚାରେ। ଏବେ ସନି ଲିଓନୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ସନି ଲିଓନୀ ଟପଲେସ୍‌ ହୋଇ ଅଙ୍ଗୁରରେ ଭରି ରହିଥିବା ଏକ ଟବରେ ବସି ନିଜର ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ବହୁତ ମସ୍ତି କରୁଥିବାର ନଜର ଆସୁଛନ୍ତି।

 

View this post on Instagram

 

So many crazy captions come to mind 😛😜… #SunnyLeone #LifeonSets

A post shared by Sunny Leone (@sunnyleone) on

ସନିଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଛାଇ ଯାଇଛି। ଅଙ୍ଗୁରରେ ଭରି ରହିଥିବା ଟବରେ ସନି ଟପଲେସ୍‌ ହୋଇ ଅଙ୍ଗୁର ଟବରେ ବସି ମସ୍ତି କରୁଥିବା ନଜର ଆସୁଛନ୍ତି। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏହାକୁ ସେୟାର କରିଛନ୍ତି। ସନିଙ୍କର ଏହି ଭିଡିଓ ତାଙ୍କ ଅପକମିଙ୍ଗ୍‌ ପ୍ରୋଜେକ୍ଟର ଅଟେ। ଭିଡିଓରେ ସନି ଟପଲେସ ହୋଇ ଅଙ୍ଗୁରରେ ଭରି ରହିଥିବା ଟବରେ ବସିଥିବା ନଜର ଆସୁଛନ୍ତି।


ଗତ କିଛି ଦିନ ହେବ ସନିଙ୍କୁ ସ୍ୱାମୀ ଏବଂ ପରିବାର ସହିତ ଦେଖିବାକୁ ମିଳିଥିଲା। ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛି। ସନି ଫିଲ୍ମ ‘ମୋତିଚୁର ଚକନାଚୁର’ରେ ସ୍ପେଶାଲ ଆପିୟରାନ୍ସରେ ନଜର ଆସିବେ। ସନି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌ ରୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.