Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ : ରାଜସମ୍ନାନ ପାଇବେ। କୌଣସି କାର୍ଯ୍ଯରେ ବାଧା ସୃଷ୍ଟି ହୋଇପାରେ। ଯାତାୟତ ସମୟରେ କିଛିଟା ବାଧା  ହୋଇପାରେ। ଭାଇ-ଭଉଣୀଙ୍କ ସମ୍ବନ୍ଧୀୟ କୌଣସି ଖୁସି ଖବର ପାଇପାରନ୍ତି। ଶୁଭ ରଙ୍ଗ- ରକ୍ତ ଲାଲ ଏବଂ ସଂଖ୍ଯା –୯

https://www.youtube.com/watch?v=moEqQJXu3Z4

ବୃଷ : ମନ ଉତ୍କଣ୍ଠିତ ଏବଂ ବ୍ଯାକୁଳ ରହିବ। ଯାନବାହନରେ ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସଫଳତା ମିଳିବ କିନ୍ତୁ ମନରେ ଅଶାନ୍ତି ଲାଗି ରହିବ। କୁକୁର ଏବଂ ମାଙ୍କଡ଼ଙ୍କ ହାବୁଡ଼ାରେ ପଡ଼ିପାରନ୍ତି। ଉପକାର- ଶନିଙ୍କର ମନ୍ତ୍ର ଜାପ କରନ୍ତୁ।

https://www.youtube.com/watch?v=EyjmfnLD9Ug

ମିଥୁନ : ସମସ୍ତ କାର୍ଯ୍ଯରେ ସଫଳତା ମିଳିବ। ପରୀକ୍ଷାରେ ସଫଳତା ହାସଲ କରିବେ। ଆଜିର ଶୁଭ ରଙ୍ଗ-ସବୁଜ ।

https://www.youtube.com/watch?v=0ICq2fLm4XM

କର୍କଟ : ଅଯଥାରେ ଖର୍ଚ୍ଚାନ୍ତ ହେବେ। ଅଶୁଭ ଫଳ ସହ ଦିନଟି ଅମଙ୍ଗଳମୟ ରହିବ। ପରିବାରରେ ଅସୁସ୍ଥତା ଦେଖାଦେଇପାରେ।

https://www.youtube.com/watch?v=v-iX2LzLxYQ

ସିଂହ : ଭାତୃ କଳହରେ ଅବସାନ ଘଟିବ। ରିପ୍ରେଜେଣ୍ଟେସ କାର୍ଯ୍ଯ କରୁଥିବା ବ୍ଯକ୍ତିଙ୍କ ପାଇଁ ବହୁତ ଶୁଭ ରହିଛି। କାର୍ଯ୍ଯଳୟରେ ପ୍ରଶଂସିତ ହେବା ସହ ସମ୍ମନିତ ହେବେ।

https://www.youtube.com/watch?v=XFoYudY8zhU

କନ୍ୟା : ବୈବସାୟିକ ବ୍ଯକ୍ତିଙ୍କର ବହୁ ଦିନର ଆଶା ପୁରଣ ହେବ । କାର୍ଯ୍ଯଳୟ ତଥା ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ।

https://www.youtube.com/watch?v=DrT7AMNgxeo

ତୁଳା : ନୂତନ ସାମଗ୍ରୀ କ୍ରୟ କରିବେ। ଯାନବାହାନ କିଣିବାର ଚିନ୍ତା କରୁଥିଲେ ଆଜିର ଦିନଟି ବହୁତ ଶୁଭ। ଶୁଭ ସଂଖ୍ଯା- ୬, ୧୫ ଏବଂ ୨୪ ।

https://www.youtube.com/watch?v=32LVYRziakg

ବିଛା : ଯେଉଁମାନେ ରକ୍ତ ରୋଗରେ ପୀଡ଼ିତ ବ୍ଯକ୍ତି ସବଧାନ ଅବଲମ୍ବନ କରନ୍ତୁ। ଗୃହିଣୀ ମାନେ ରୋଷେଇ ଘରେ ସାବଧାନ ରୁହନ୍ତୁ। ଦୁର୍ଘଟଣା ଘଟିବାର ସମ୍ବବନା ରହିଛି।

https://www.youtube.com/watch?v=yvNrKIBmio4

ଧନୁ : ଯେକୌଣସି ପ୍ରକାରର ଇଛା ପୂରଣ ହେବ। ବହୁଦିନରୁ ଚାହୁଁଥିବା ଆଶା ପୂରଣ ହେବ। ବିଦ୍ଯାର୍ଥି ମାନଙ୍କୁ ସଫଳତା ମିଳିବ।

https://www.youtube.com/watch?v=1dqDgxm38c4

ମକର : ଆଜି ଆଳସ୍ଯ ଅନୁଭବ କରିପାରନ୍ତି। ନିରବ ରହିବାକୁ ଚେଷ୍ଟା କରନ୍ତୁ। ଦିନଟି ଅଧିକ ଶୁଭ ବା ଅଶୁଭ ହେବ ନାହିଁ।

https://www.youtube.com/watch?v=qTWpL7JU8zA

କୁମ୍ଭ : ପଦପଦବୀ ଅପେକ୍ଷାରେ ଥିବା ବ୍ଯକ୍ତିଙ୍କ ପାଇଁ ଦିନଟି ଶୁଭ ଯିବ। ସହଯୋଗ ମିଳିବ। ସମସ୍ତ କାର୍ଯ୍ଯ ସହଜରେ ହାସଲ କରିପାରିବେ।

https://www.youtube.com/watch?v=YFVLA59sMt0

ମୀନ : ସାଥିଙ୍କ ସ୍ବାସ୍ଥ୍ଯବସ୍ଥା ଖରାପ ଥିଲେ ଏଥିରେ ସୁଧାର ଆସିବ। ଟେକ୍ସଟାଇଲ ବୈବସାୟୀଙ୍କୁ ସମସ୍ତ କାର୍ଯ୍ଯରେ ସଫଳତା ମିଳିବ। ଜଙ୍ଘ ଜନ୍ତ୍ରଣା ଅନୁଭବ କରିପାରନ୍ତି।

https://www.youtube.com/watch?v=LKXzWP7r4_U

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.