ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

mesha

ମେଷ : ଆଜି ଆପଣ ନିଜର ଅତି ମୂଲ୍ୟବାନ ଜିନିଷକୁ ଦାୟିତ୍ବରେ ରଖନ୍ତୁ। ନଚେତ୍ ହଜିବାର ସମ୍ଭାବନା ରହିଛି।

brushaବୃଷ : ଝଗଡ଼ାରୁ ଦୂରରେ ରୁହନ୍ତୁ। କାରଣ ଶତ୍ରୁମାନଙ୍କ କବଳରୁ ମୁକ୍ତ ହେବା ପାଇଁ କଷ୍ଟକର ହୋଇଥାଏ। ଏହି ସମୟରେ ଆପଣ ସାବଧାନ ରୁହନ୍ତୁ।

mithunaମିଥୁନ : ନିଜର କବାଟ ଭଲଭାବେ ବନ୍ଦ କରି ରଖନ୍ତୁ। କାରଣ କ୍ଷତି ହେବାର ସଂକେତ ରହିଛି।

karkataକର୍କଟ : ନିଜ ଘରର ଚାବି କିମ୍ବା କୌଣସି ଆବଶ୍ୟକୀୟ ଜିନିଷକୁ ଦାୟିତ୍ବରେ ରଖନ୍ତୁ। ଯଦି ଆପଣ ନିଜର ଜିନିଷ ଅନ୍ୟ କେଉଁଠାରେ ରଖି ଦିଅନ୍ତି, ତେବେ ପାଇବାରେ ଅସୁବିଧା ହୋଇପାରେ।

singhaସିଂହ : କୌଣସି ଖାସ୍ ଚିନ୍ତାଧାରା ଆଜି ଆପଣଙ୍କୁ ବଦଳାଇ ପାରେ। ଲୋକମାନଙ୍କ ନିକଟରେ ପ୍ରଶଂସନୀୟ ହେବେ।

kanyaକନ୍ୟା : ଅଦାଲତ ସମ୍ବନ୍ଧିତ କୌଣସି ଘଟଣାର ନିଷ୍ପତି ଆପଣଙ୍କ ପକ୍ଷରେ ହୋଇପାରେ। କୌଣସି ଉଚ୍ଚ ଅଧିକାରୀଙ୍କ ସାହାଯ୍ୟ ଦ୍ବାରା ଆପଣ ଉପକୃତ ହୋଇପାରିବେ।

tulaaତୁଳା : ଆଜି ଆପଣ ନମ୍ର ସ୍ବଭାବରେ ସମସ୍ତିଙ୍କ ମନକୁ ଜିତି ପାରିବେ। କୌଣସି ପରିସ୍ଥିତରେ ମଧ୍ୟ ଆପଣ ସମସ୍ତ ସମସ୍ୟାର ସମଧାନ କରିପାରିବେ।

bichhaବିଛା : ଆଜି ଆପଣଙ୍କ ପ୍ରତିଯୋଗିତା ମନୋଭାବ ରହିବ। ଜୀବନର ଅନେକ କ୍ଷେତ୍ରରେ ଆପଣ ଠିକ୍ ନିଷ୍ପତି ନେଇଛନ୍ତି କିନ୍ତୁ ଧ୍ୟାନ ରଖନ୍ତୁ ପରିବାରରେ ଅଧିକ ଉଗ୍ର ହୁଅନ୍ତୁ ନାହିଁ।

dhanuଧନୁ : ଆଜି ଆପଣ ଶାରୀରିକ ଏବଂ ମାନସିକ ଉଭୟ କ୍ଷେତ୍ରରେ ସୁସ୍ଥ ରହିବେ। ଘର ହେଉ କିମ୍ବା କାର‌୍ୟ୍ୟ ସ୍ଥଳ ଆପଣଙ୍କ ଆକର୍ଷଣ ବ୍ୟକ୍ତିତ୍ବ ସମସ୍ତିଙ୍କୁ ବିମୋହିତ କରିବ। ସଫଳତା ପ୍ରାପ୍ତ ହେବ।

makaraମକର : ଆଜି ଆପଣ ଲୋକମାନଙ୍କ ଆକର୍ଷଣର କେନ୍ଦ୍ର ହେବେ। ଆପଣଙ୍କୁ ଅନେକ ଦିନ ଧରି ଜାରି ରଖିଥିବା ପରିଶ୍ରମର ସଫଳତା ପ୍ରାପ୍ତି ହେବ।

kumbhaକୁମ୍ଭ : ଆଜି ଆପଣଙ୍କ କଳା କ୍ଷେତ୍ର କୌଣସି ସମସ୍ୟାକୁ ସମାଧାନ କରିବାରେ ସାହାଯ୍ୟ କରିବ। ଆପଣ ଚାହୁଁଥିବା ଜିନିଷ ନିଶ୍ଚୟ ପ୍ରାପ୍ତ ହେବ।

minaମୀନ : ଆଜି ଆପଣଙ୍କୁ ସଫଳତା ପ୍ରାପ୍ତି ହେବାର ସଂକେତ ରହିଛି। ସଫଳତା ପାଇଁ ଆପଣ ଉଚ୍ଚାଧୀକାରୀଙ୍କ ଠାରୁ ସାହାଯ୍ୟ ନେଇପାରିବେ। ଆଗକୁ ଏପରି ପ୍ରୟାସ ଜାରି ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.