Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ :  ଦିନଟି ଶୁଭରେ ବିତିବ। ଆନନ୍ଦ, ଉଳ୍ଲାସରେ ଦିନଟି ବିତିବ। ଦାମ୍ପତ୍ଯ ଜୀବନରେ କିଛି ବିବାଦର ସମାଧାନ ହେବ।

https://www.youtube.com/watch?v=Ih7ECNYDjbU

ବୃଷ :  ଏକପ୍ରକାରର ଶୁଭଫଳ ମିଳିବ। ବ୍ଯବସାୟରେ ଥିବା ବ୍ଯକ୍ତିଙ୍କୁ କିଛିଟା କ୍ଷତିର ସାମ୍ନା କରିବାକୁ ପଡ଼ିପାରେ। ସଜାଗ ହୋଇ କାମ

କରନ୍ତୁ।

https://www.youtube.com/watch?v=3rzV0ri-lPc

ମିଥୁନ : ଦିନଟି ଭଲରେ ବିତିବ। ସନ୍ତାନର ସ୍ବାସ୍ଥ୍ଯକୁ ନେଇ ଚିନ୍ତିତ ହୋଇପାରନ୍ତି। ଖର୍ଚ୍ଚାନ୍ତର ସମ୍ମୁଖିନ ହୋଇପାରନ୍ତି।

https://www.youtube.com/watch?v=NYf7sEQRxKg

କର୍କଟ : ଦିନଟି ଖୁବ ଭଲରେ ବିତିବ। ଦାମ୍ପତ୍ଯ ଜୀବନରେ ସୁଖି ହେବେ।

https://www.youtube.com/watch?v=B4Wu7E3JbPE

ସିଂହ : ଦିନଟି ଭଳରେ ବିତିବ। ରାଜକୀୟ ଉପଭୋଗ କରିବା ସହ ମନ ଉତ୍ସାହିତ ରହିବ।

https://www.youtube.com/watch?v=TKeYhiDgNcQ

କନ୍ୟା : ଏକପ୍ରକାରର ସୁଖରେ ବିତିବ । ବନ୍ଧୁ ମିଳନ ହେବ। ଭଲ କଥା କହି ଅନ୍ଯଠାରୁ କାର୍ଯ୍ଯ ହାସଲ କରିପାରନ୍ତି।

https://www.youtube.com/watch?v=0Qz9XH2JQgc

ତୁଳା : ସର୍ବାଧିକ ସୁଖି ହେବେ। ବହୁ ଦିଗରୁ ଅର୍ଥାଗମନ ହେବ। ପରିବାରରେ ସୁଖର ବାତାବରଣ ରହିବ। ସ୍ବାସ୍ଥ୍ଯ ଜନିତ ସମସ୍ଯା ଦୂର ହେବ।

https://www.youtube.com/watch?v=KXEzeTu6lWo

ବିଛା : ଦିନଟି ଏକପ୍ରକାର ସୁଖି ହେବେ। ଯୋଜନା କରିପାରନ୍ତି ଏବଂ ସେ ନେଇ କିଛି କାର୍ଯ୍ଯକରନ୍ତୁ। ଅନେକ ଜିନିଷ କଳ୍ପନା କରିପାରନ୍ତି।

https://www.youtube.com/watch?v=0Ot5kp2xXXE

ଧନୁ : ମାନ୍ଦାପଣ ଦୂର କରି ଗତିଶୀଳ ହୋଇପାରନ୍ତି। କାର୍ଯ୍ଯକ୍ଷେତ୍ରରେ ପ୍ରଶଂସିତ ହେବେ। ଯାନବାହାନ ବୈବସାୟୀ ଲାଭ ପାଇବେ।

https://www.youtube.com/watch?v=-GGteAolvxA

ମକର :  ନିଜଠାରୁ ଉଚ୍ଚଶ୍ରେଣୀର ଲୋକଙ୍କ ସହ ସାକ୍ଷାତ ହେବ। ପ୍ରଶଂସିତ ହେବେ। କିଛି ନୂତନ ସୁଯୋଗ ମିଳିବ।

https://www.youtube.com/watch?v=OyfrywCb9mI

କୁମ୍ଭ : ଆଜି ମନ ଟିକେ ବ୍ଯାକୁଳ ରହିବ। ଭଉଣୀ କିମ୍ବା ଚକ୍ଷୁ ଜନିତ ଅସୁସ୍ଥ ଅନୁଭବ କରିପାରନ୍ତି।

https://www.youtube.com/watch?v=RU9ldgh3iaA

ମୀନ : ଦିନଟି ବହୁତ ଭଲରେ ବିତିବ। ବିବାଦଠାରୁ ନିଜକୁ ଦୂରେଇ ରଖନ୍ତୁ। ଦୂରଯାତ୍ରା କରନ୍ତୁ ନାହିଁ।

https://www.youtube.com/watch?v=6xAF_AADlj4

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.