Below header

ଜାଳିଦେଲା ଜ୍ୱାଇଁ, ଗୋଟିଏ ପରିବାରର ୪ମୃତ

ଜଗତସିଂହପୁର(କେନ୍ଯୁଜ୍) : ଜାଳିଦେଲା ଜ୍ୱାଇଁ। ନିଶ୍ଚିହ୍ନ ହୋଇଯାଇଛି ପୁରା ପରିବାର। ନିଆଁରେ ଜଳିଜାଇଛନ୍ତି ବାପା, ମାଆ, ଝିଅ ଓ ଜ୍ୱାଇଁ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଲିତୁଠ ପଞ୍ଚାତୟ ବନାପାଟ ଗାଁରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ନବଘନ ସାହୁ ତାଙ୍କ ସ୍ତ୍ରୀ କମଳା ସାହୁ, ଝିଅ ରୁବିନା ଓ ଜ୍ୱାଇଁ ହରେକୃଷ୍ଣ ମଲ୍ଲିକ। ଜ୍ୱାଇଁ ହରେକୃଷ୍ଣ ନିଜେ ଘରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ପାଖ ପଡୋଶୀ ସୂଚନା ଦେଇଛନ୍ତି। ନିଆଁ ଲଗାଇ ଖସିଯାଉଥିବାବେଳେ ନିଜେ ମଧ୍ୟ ଜଳିଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପାରିବାରିକ କଳହକୁ ନେଇ ଏପରି କାଣ୍ଡ ଘଟିଥିବା ସୂଚନା ମିଳିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.