Browsing Tag

murder in jagatsingpur

ମିଶିକି ଭୋଜି କଲେ ଆଉ ଶେଷରେ ମାରିଦେଲେ, ପୂର୍ବ ଶତ୍ରୁତାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ

ଜଗତସିଂହପୁର(କେନ୍ଯୁଜ୍): ଜଗତସିଂହପୁର ଥାନା ବଡବାଗଠାରେ ପୂର୍ବ ଶତ୍ରୁତାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ବଡବାଗ ଗାଁର ରମେଶ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ରାମ ଚନ୍ଦ୍ର ସାହୁ। ରାମ ଓ ସେହି ଗାଁର କେଶବ ବେହେରା ଘରେ ରବିବାର ଦିନ ଭୋଜି କରୁଥିଲେ। ଭୋଜିରେ ପ୍ରଶାନ୍ତ ବେହେରା…

ଜାଳିଦେଲା ଜ୍ୱାଇଁ, ଗୋଟିଏ ପରିବାରର ୪ମୃତ

ଜଗତସିଂହପୁର(କେନ୍ଯୁଜ୍) : ଜାଳିଦେଲା ଜ୍ୱାଇଁ। ନିଶ୍ଚିହ୍ନ ହୋଇଯାଇଛି ପୁରା ପରିବାର। ନିଆଁରେ ଜଳିଜାଇଛନ୍ତି ବାପା, ମାଆ, ଝିଅ ଓ ଜ୍ୱାଇଁ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଲିତୁଠ ପଞ୍ଚାତୟ ବନାପାଟ ଗାଁରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ନବଘନ ସାହୁ ତାଙ୍କ ସ୍ତ୍ରୀ କମଳା ସାହୁ,…