Below header

ଜାଣନ୍ତୁ ଆପଣଙ୍କ ଆଜିର ଭାଗ୍ୟ !

mesha

ମେଷ : ଦୂରଯାତ୍ରା କରିପାରନ୍ତି । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

brushaବୃଷ : ବିଦ୍ୟାର୍ଥୀ ସଚେତନ ରହନ୍ତୁ । ପେଟଜନିତ ରୋଗରେ ପୀଡ଼ିତ ହୋଇ ପାରନ୍ତି । ଆୟ ବୃଦ୍ଧି ହେବ ।

mithunaମିଥୁନ : ସୁସ୍ୱାଦୁ ଭୋଜନ ଲାଭ ହେବ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ । ପିତାଙ୍କ ସହଯୋଗ ପାଇବେ ।

karkataକର୍କଟ : ମନରୁ ସନ୍ଦେହ ଭାବ ଦୁର କରନ୍ତୁ । ପିତାଙ୍କ ସହଯୋଗ ମିଳିବ । ଶରୀର ଅସୁସ୍ଥ ରହିବ ।

singhaସିଂହ : ପରିବାରରେ ଅଶାନ୍ତି ଦେଖାଦେବ । ମନକୁ ଆୟତ୍ତରେ ରଖନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

kanyaକନ୍ୟା : ସୁସ୍ୱାଦୁ ଭୋଜନ କରିବେ । ପାରିବାରିକ ଶାନ୍ତି ମିଳିବ । କାହାସହ ଯୁକ୍ତିତର୍କ କରନ୍ତୁ ନାହିଁ ।

tulaaତୁଳା : ଦୁରଯାତ୍ରା କରନ୍ତୁ ନାହିଁ । କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ ।

bichhaବିଛା : ଧର୍ମକାର୍ଯ୍ୟରେ ବାଧା ଆସିବ । ସ୍ଥିରମନ ହୋଇ କାର୍ଯ୍ୟ କରନ୍ତୁ । ମାନ ସମ୍ମାନ ପ୍ରାପ୍ତି ହେବ ।

dhanuଧନୁ : ମାତାଙ୍କ ସହଯୋଗ ମିଳିବ । ଶରୀର ଅସୁସ୍ଥ ରହିପାରେ । କର୍ମକ୍ଷେତ୍ରରେ ସଜାଗ ରହନ୍ତୁ ।

makaraମକର : ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । କର୍ମକ୍ଷେତ୍ରରେ ଉନ୍ନତି ସହ ବେପାର ବାଣିଜ୍ୟରେ ସଫଳତା ପାଇବେ ।

kumbhaକୁମ୍ଭ : ଗାଡ଼ି ଚଳାଚଳ ପ୍ରତି ସାବଧାନ ରହିବା ଆବଶ୍ୟକ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ କରିବେ ।

minaମୀନ : ପାରିବାରିକ ସମସ୍ୟା ଦେଖାଦେବ । ଅହଂଭାବ ତ୍ୟାଗ କରନ୍ତୁ । ବେପାର ବାଣିଜ୍ୟରେ ସଫଳତା ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.