Below header

ରିସର୍ଚ୍ଚରେ ପ୍ରମାଣିତ, ପୁଅ ଜନ୍ମ କରିଥିବା ମହିଳା ଅଧିକ ହୁଅନ୍ତି ଡିପ୍ରେସନର ଶିକାର

ଗର୍ଭଧାରଣ ସମୟରେ ମହିଳାଙ୍କ ଶରୀରରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ହୋଇଥାଏ। ଅନେକ ସମୟରେ ଏଥିପାଇଁ ମାନସୀକ ଚାପ ଅନୁଭବ ମଧ୍ୟ କରିଥାନ୍ତି ମହିଳା। ଏହି ସମୟରେ ଶରୀରିକ ପରିବର୍ତ୍ତନ ଖାଲି ହୋଇନଥାଏ ମାନସୀକ ପରିବର୍ତ୍ତନ ମଧ୍ୟ ପରିଲିଖିତ ହୋଇଥାଏ ଯାହାକୁ ମୁଡ଼ସୁଙ୍ଗସ୍ ମଧ୍ୟ କୁହାଯାଇଥାଏ। ତେବେ ମହିଳା ମାନସିକ ଅବସାଦ ବା ଡିପ୍ରେସନରେ ଝିଅଙ୍କ ଅପେକ୍ଷା ପୁଅଙ୍କ ଜନ୍ମ ସମୟରେ ରହିଥାନ୍ତି। ଏହା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଖୁଲାସା ହୋଇଛି।

motherBaby

ୟୁନିଭରସିଟି ଅଫ୍ କେଣ୍ଟ ପେଷ୍ଟନେଟଲ ଡିପ୍ରେସନ୍ (ପିଏମଡି) ଦ୍ବାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ଝିଅକୁ ଜନ୍ମ ଦେଇଥିବା ମହିଳାଙ୍କ ତୁଳନାରେ ପୁଅ ଜନ୍ମ କରିଥିବା ମହିଳା ୭୧-୭୯ ପ୍ରତିଶତ ଅଧିକ ଡିପ୍ରେସନରେ ରହିଥାନ୍ତି। ରିସର୍ଚ୍ଚର ଡ଼ାକ୍ତର ସାରା ଜୋମ୍ସ ମାୟର୍ସଙ୍କ କହିବାନୁଯାୟୀ, ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ପୁଅଙ୍କୁ ଜନ୍ମ ଦେଉଥିବା ସମୟରେ ସଷ୍ଟି ହୋଇଥାଏ ଜଟିଳତା। ଯାହା ପେଷ୍ଟନେଟଲ ଡିପ୍ରେସନର ମୁଖ୍ଯ କାରଣ ପାଲଟିଥାଏ।

Depression-Women

ଏହି ଅଧ୍ୟୟନରେ ୨୯୬ ମହିଳାଙ୍କ ସଂପୂର୍ଣ୍ଣ ରିପ୍ରୋଡ଼କ୍ଟଭ୍ ହିଷ୍ଟ୍ରିକୁ ଅନୁଧ୍ୟାନ କରାଯାଇଥିଲା। ତେବେ ଏହି ସମୟରେ ଡାକ୍ତର ଗର୍ଭବତୀ ମହିଳାଙ୍କ ମଧ୍ୟରେ ହେଉଥିବା ଏହି ପରିବର୍ତ୍ତନକୁ ଚିହ୍ନଟ କରି ତାହାର ଚିକତ୍ସା କରିବା ଦ୍ବାରା ଡିପ୍ରେସନର ସମ୍ଭାବନା ବହୁତ କମ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.