ଆଜିର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

mesha

ମେଷ : ଆଜି ଆପଣ ନିଜର ଶାରୀରିକ ସୁନ୍ଦରତା ଉପରେ ଧ୍ୟାନ ଦେବେ ଏବଂ ନିଜ ମନ ପସନ୍ଧର ପୋଷାକ ପିନ୍ଧନ୍ତୁ। ଆପଣଙ୍କର ଏହି ନୂଆ ରୂପକୁ ଦେଖି ଲୋକମାନେ ତାରିଫ୍ କରିବେ। ଆପଣଙ୍କ ସାଥୀ ମଧ୍ୟ ଆପଣଙ୍କର ଏହି ପରିବର୍ତ୍ତନରେ ଖୁସି ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ।

brushaବୃଷ : ଆଜି ଆପଣ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ନିଜର ଦାୟିତ୍ବ ପୂରା କରିବାରେ ଚେଷ୍ଟା ଜାରି ରଖନ୍ତୁ ।

mithunaମିଥୁନ : ଆଜି ଆପଣ ଖୁବ୍ ଭଲ ଦେଖାଯିବେ। ନିଜ ମନ ପସନ୍ଦର ବସ୍ତ୍ର ପିନ୍ଧନ୍ତୁ। ଯଦି ଆପଣଙ୍କ ମନ ସଫା ହୋଇଥାଏତେବେ ସେହି ସୁନ୍ଧରତା ଆପଣଙ୍କ ଚେହେରାରେ ମଧ୍ୟ ଦେଖାଯିବ।

karkataକର୍କଟ : ଆଜି ଆପଣ କୌଣସି ପାରିବାରିକ ସମାରୋହରେ ଯୋଗ ଦେବେ। ସମସ୍ତଙ୍କ ସହ ଭଲ ସମ୍ପର୍କ ରହିବ।

singhaସିଂହ : ଆଜି ଆପଣ ସାମାଜିକ ଗତି-ବିଧି ଉପରେ ଆକର୍ଷଣ ରହିବ। ଚିନ୍ତାକୁ ଦୂର କରନ୍ତୁ। ବର୍ତ୍ତମାନ ଆପଣ ନୂଆ ବନ୍ଦୁ କରିବା ଏବଂ ପୁରୁଣା ବନ୍ଧୁତ୍ବକୁ ମଜବୁତ୍ କରିବା ପାଇଁ ପ୍ରୟାଶ ଜାରି ରଖନ୍ତୁ।

kanyaକନ୍ୟା : ଆଜି ଆପଣଙ୍କ ମନ ମଜା-ମସ୍ତିରେ ରହିବ। ଆଜି ଆପଣ ଯାହା କିଛି ବି କରୁଛନ୍ତି ପୁରା ମନରୁ କରନ୍ତୁ। ଆଜି ଦିନଟି ଆପଣଙ୍କ ପାଇଁ ସବୁଦିନ ସ୍ମ୍୍‌ତି ହୋଇ ରହିବ। ନିଜ ଲୋକମାନଙ୍କ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ।

tulaaତୁଳା : ଆଜି ଆପଣଙ୍କ ଦିନଟି ସାଙ୍ଗମାନଙ୍କ ସହ ଭଲରେ ବିତାଇପାରିବେ। ଏହି ସମ୍ପର୍କ ଯୋଗୁ ଭବିଷ୍ୟତରେ କୁ ଲାଭ ହେବ। ସର୍ବଦା ଏଭଳି ସମ୍ପର୍କ ରଖିବା ପାଇଁ ପ୍ରୟାସ ଜାରି ରଖନ୍ତୁ।

bichhaବିଛା : ଆଜି ଆପଣ ନିଜର ଚିନ୍ତାକୁ ଦୂର କରି ନିଜକୁ ଶାନ୍ତ ରଖନ୍ତୁ। ନିଜକୁ ବିଶ୍ରାମ ଦିଅନ୍ତୁ।

dhanuଧନୁ : ଆପଣଙ୍କ ଦୌନିକ ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରେ। ଆପଣ କୌଣସି ଉତ୍ସବରେ ଯୋଗ ଦେବା ସହ ମଜା କରିପାରିବେ।

makaraମକର : ଆଜି ଆପଣଙ୍କ ମନ ଏବଂ ମସ୍ତିଷ୍କ ଉଭୟ ମସ୍ତିରେ ରହିବ। କାମରେ ବିଲକୁଲ୍ ମନ ଲାଗିବ ନାହିଁ। ନିଜର କର୍ତ୍ତବ୍ୟକୁ ଧ୍ୟାନରେ ରଖିବା ପାଇଁ ଚେଷ୍ଟା କରନ୍ତୁ।

kumbhaକୁମ୍ଭ : ଆଜି ଆପଣଙ୍କୁ ବାହାରକୁ ଯିବା ପାଇଁ ଇଛା ହେବ। ନିଜର ଜୀବନକୁ ନେଇ କିଛି ଚିନ୍ତା କରିପାରନ୍ତି।

minaମୀନ : ଆଜି ଆପଣ ନିଜ ସାଙ୍ଗମାନଙ୍କ ସହ ସମୟ ବିତାଇବାରେ ବ୍ୟସ୍ତ ରହିବେ। ଆପଣଙ୍କ ସାଙ୍ଗ ଆପଣଙ୍କ ଘରକୁ ଆସିପାରନ୍ତି। ସାଙ୍ଗ ସହ ଦେଖା ହେବା ପରେ ଆପଣଙ୍କ ଚିନ୍ତା ଦୂର ହୋଇଯିବ।

You might also like