Below header

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି !

ମେଷ :  ଆଜି ଦାମ୍ପତ୍ଯ ଜୀବନରେ ବିବାଦ ଦେଖାଦେଇପାରେ। ପ୍ରେମୀଜୁଗଳଙ୍କ ପାଇଁ ଦିନଟି ଭଲ ନୁହଁ। ବାକ୍ ନିୟନ୍ତ୍ରଣ କରନ୍ତୁ ଦିନଟି ଭଲରେ ବିତିବ।

https://www.youtube.com/watch?v=3RwK2EFDE5Q

ବୃଷ :  ଋଣରୁ ଚାପମୁକ୍ତ ହେବେ। ଖୁସି ଅନୁଭବ କରିପାରନ୍ତି। ଦିନଟି ଭଲରେ ବିତିବ।

https://www.youtube.com/watch?v=q5smyx07UoA

ମିଥୁନ : ଦିନଟି ଆନନ୍ଦରେ ବିତିବ। ବିଭିନ୍ନ ପ୍ରକାରର ଉତ୍ସବରେ ଭାଗ ନେଇପାରନ୍ତି। ପ୍ରୀତି ଭୋଜନର ସମ୍ବାବନା ରହିଥିବା ବେଳେ ବନ୍ଧୁ ମିଳନ ହୋଇପାରେ।

https://www.youtube.com/watch?v=fke_vXhwrBg

କର୍କଟ : ଦିନରେ ବିରକ୍ତିଭାବ ଦେଖାଦେପାରେ। ନିଜର ଚାଞ୍ଚଲ୍ଯ ଗୁଣ ଯୋଗୁଁ କିଛି ଅସୁବିଧା ଆସିପାରେ।

https://www.youtube.com/watch?v=5tgBUIwLz5E

ସିଂହ : ମଧ୍ୟମ ଧରଣ ବିତିବ। ରାଜନୈତିକ ସାକ୍ଷାତ ହୋଇପାରେ। କାହାର ଉପକାର କରି ଲାଭନ୍ବିତ ହୋଇପାରନ୍ତି।

https://www.youtube.com/watch?v=mc6AD0bhmx8

କନ୍ୟା : କିଛି ମିତ୍ର ମିଳିନ ହୋଇପାରେ। ପରିବାର ମଧ୍ୟରେ ଆନନ୍ଦ ଦେଖାଦେବ। ଅର୍ଥାଗମନ ହେବାର ସମ୍ଭାବନା ରହିଛି।

https://www.youtube.com/watch?v=8tSgOYZPgYc

ତୁଳା : ଦିନଟି ଭଲରେ ବିତିବ। ସ୍ବାସ୍ଥ୍ଯା ଜନିତ ସମସ୍ଯାର ସମ୍ମୁଖିନ କରିପାରନ୍ତି। ନିଜ ସାମର୍ଥ୍ଯ ହିସାବରେ ଦାନ କଲେ ଲାଭବାନ ହେବେ।

https://www.youtube.com/watch?v=DwoRs-FZb3k

ବିଛା : ଏକପ୍ରକାରର ବହୁତ ଭଲରେ ବିତିବ। ସ୍ଥଗିତ କାର୍ଯ୍ଯ ପୂରା ହେବ। ମନ ପ୍ରସନ୍ନ ରହିବ। ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ଦେଖାଦେବ।

https://www.youtube.com/watch?v=cV_qBQaXwQg

ଧନୁ : ପାରିବାରିକ କ୍ଷେତ୍ରରେ କିଛି ଅସୁବିଧା ଦେଖା ଦେଇପାରେ। ଚତୁରତାର ସହ କାଯ୍ଯକରି ଅନନ୍ଦ ହୋଇପାରନ୍ତି।

https://www.youtube.com/watch?v=HDXZ8OizgBg

ମକର :  ଭିତ୍ତିହୀନ କଥାରେ ରାଗି ପାରନ୍ତି। ଚେଷ୍ଠା କରନ୍ତୁ କ୍ରୋଧକୁ ନିୟନ୍ତ୍ରିଣ କରିବେ। ଯାହାଫଳରେ ଦିନଟି ଭଲରେ ବିତିବ।

https://www.youtube.com/watch?v=3CbVy8zhfD0

କୁମ୍ଭ : ଅଜଥା ଖର୍ଚ୍ଚ ହେବାର ସମ୍ଭାବନା ହେବ। ଠିକ୍ ଭାବେ ଅର୍ଥ ବିନିଯୋଗ କରନ୍ତୁ। ଅର୍ଥକୁ ନେଇ କିଛି ପାରିବାରିକ ବିବାଦ ଦେଖାଦେଇପାରେ।

https://www.youtube.com/watch?v=ybAEOjUdXZs

ମୀନ : ଦିନଟି ଲାଭପ୍ରଦ ରହିବ। ପାରିବାରିକ ବିଛେଦ ହୋଇଥିଲେ ପୁନଃମିଳନ ହୋଇପାରେ।

https://www.youtube.com/watch?v=s2fH4naERTg

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.