Below header

ଆଜିର ରାଶିଫଳ: ଏହି ରାଶିର ଲୋକେ ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ

ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ । ବ୍ୟବସାୟ ବୃଦ୍ଧି ହେବ । ଚାକିରି ଖୋଜୁଥିବା ଲୋକେ ଭଲ ଖବର ଶୁଣିବାକୁ ପାଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ସହଭାଗୀତା କାର୍ଯ୍ୟରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ । ଆପଣ କହୁଥିବା କିଛି କଥାକୁ ନେଇ ଆପଣଙ୍କ ବନ୍ଧୁ ଖରାପ ଭାବିପାରନ୍ତି ।

ମେଷ: ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ । ବ୍ୟବସାୟ ବୃଦ୍ଧି ହେବ । ଚାକିରି ଖୋଜୁଥିବା ଲୋକେ କିଛି ଭଲ ଖବର ଶୁଣିବାକୁ ପାଇବେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ ।

ବୃଷ: ନିଜ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ବଜାୟ ରଖନ୍ତୁ । ଆର୍ଥିକ କ୍ଷେତ୍ରରେ ଆପଣ ଧୌର୍ଯ୍ୟବାନ ହେବା ଉଚିତ୍ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବିଳମ୍ବ କରନ୍ତୁ ନାହିଁ ।

ମିଥୁନ: ସହଭାଗୀତା କାର୍ଯ୍ୟରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ । ଆପଣ କହୁଥିବା କିଛି କଥାକୁ ନେଇ ଆପଣଙ୍କ ବନ୍ଧୁ ଖରାପ ଭାବିପାରନ୍ତି । ବ୍ୟବସାୟ ଯୋଜନା ପ୍ରତି ଧ୍ୟାନ ଦେବେ ।

କର୍କଟ: ବ୍ୟବସାୟରେ ସାବଧାନ ରୁହନ୍ତୁ ଏବଂ ଆପଣଙ୍କ କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ । ଆପଣ ନିଜ ପିଲାମାନଙ୍କୁ ଦେଇଥିବା କୌଣସି ପ୍ରତିଶ୍ରୁତି ପୂରଣ କରିବେ ।

ସିଂହ: ଆଜି ଆପଣଙ୍କୁ ବହୁତ ବୁଦ୍ଧିମାନ ଭାବରେ ଆଗକୁ ବଢ଼ିବାକୁ ପଡ଼ିବ । ମନୋରଞ୍ଜନ କାର୍ଯ୍ୟକ୍ରମରେ କିଛି ସମୟ ଅତିବାହିତ ହେବ । ଘନିଷ୍ଠ ବ୍ୟକ୍ତିଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ ।

କନ୍ୟା: ଆଜି ଆପଣ ଏକ ନୂଆ ଗାଡ଼ି କିଣିପାରନ୍ତି । ଘରକୁ ଅତିଥିଙ୍କ ଆଗମନ ହେତୁ ଆପଣଙ୍କର ଟଙ୍କା ଖର୍ଚ୍ଚ ହୋଇପାରେ । ପରିବାରରେ ଶୁଭ କାର୍ଯ୍ୟକ୍ରମ ହୋଇପାରେ ।

ତୁଳା: ଆଜି ହଠାତ୍ ଲାଭବାନ ହେବେ । ପରିବାର ସଦସ୍ୟଙ୍କଠାରୁ କିଛି ଭଲ ଖବର ଶୁଣିପାରନ୍ତି । ସାଙ୍ଗମାନଙ୍କ ସହିତ ଏକ ଭଲ ସମୟ ଅତିବାହିତ କରିବେ ।

ବିଛା: ଆଜି ଆପଣଙ୍କ ଧନ ବୃଦ୍ଧି ହୋଇପାରେ । ରକ୍ତ ସମ୍ପର୍କ ମଧୁର ହେବ । ଘରେ ପୂଜା, ଭଜନ, କୀର୍ତ୍ତନ ଆଦି ଆୟୋଜନ ହୋଇପାରେ । ଛାତ୍ରମାନେ ପରୀକ୍ଷା ଫଳକୁ ନେଇ ଖୁସି ହେବେ ।

ଧନୁ: ଆଜି ଆପଣଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଇବ । ଘରକୁ ଅତିଥି ଆସିପାରନ୍ତି । ଆପଣ କର୍ମକ୍ଷେତ୍ରରେ ଭଲ ଚିନ୍ତାଧାରା ରଖିବେ । ପ୍ରଶାସନିକ କାର୍ଯ୍ୟରେ ଉନ୍ନତି କରିବେ ।

ମକର: ଆଜିର ଦିନଟି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଆପଣଙ୍କର କିଛି ସ୍ୱପ୍ନ ସାକାର ହୋଇପାରେ । ଆୟ ଓ ବ୍ୟୟ ପାଇଁ ବଜେଟ୍ ପ୍ରସ୍ତୁତ କଲେ, ତାହା ଭଲ ହେବ ।

କୁମ୍ଭ: ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଭଲ । ଆୟ ବୃଦ୍ଧି ପାଇଁ ଆପଣଙ୍କର ପ୍ରୟାସ ସଫଳ ହେବ । ନିଜ କ୍ୟାରିୟରରେ ଉତ୍ତମ ସୁଯୋଗ ପାଇବେ । କିଛି ପୁରୁଣା ସ୍ମୃତି ସତେଜ କରିବେ ।

ମୀନ: କର୍ମକ୍ଷେତ୍ରରେ ନିଜ ଅଭିଜ୍ଞତାର ଭଲ ଫାଇଦା ଉଠାଇବେ । ବ୍ୟବସାୟ କରୁଥିବା ଲୋକଙ୍କୁ କାର୍ଯ୍ୟ ଉପରେ ଧ୍ୟାନ ରଖିବାକୁ ପଡ଼ିବ । ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.