ଜାଣନ୍ତୁ ଆଜିର ରାଶିଫଳ: ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ, ମିତ୍ର ସହିତ ସମ୍ପର୍କ ଦୃଢ଼ ହେବ

ମନରେ ଅଜ୍ଞାତ ଭୟ ବାସ କରିବ। ଶିକ୍ଷା ସମ୍ବନ୍ଧରେ ଖୁସି ଖବର ମିଳିବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରେମୀଠାରୁ ବହୁତ କିଛି ଆଶା କରିବା ବ୍ୟର୍ଥ। ଧାର୍ମିକ ଏବଂ ଆର୍ଥିକ ମାମଲାରେ ସଫଳତା ମିଳିବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ଜୀବନରେ କିଛି ଚ୍ୟାଲେଞ୍ଜ ଆସିବାର ସମ୍ଭାବନା ଅଛି।

ମେଷ: ମନରେ ଅଜ୍ଞାତ ଭୟ ବାସ କରିବ। ଶିକ୍ଷା ସମ୍ବନ୍ଧରେ ଏକ ଖୁସି ଖବର ମିଳିବ। ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ପ୍ରେମୀ ଠାରୁ ବହୁତ କିଛି ଆଶା କରିବା ବ୍ୟର୍ଥ।

ବୃଷ: ଧାର୍ମିକ ଏବଂ ଆର୍ଥିକ ମାମଲାରେ ସଫଳତା ମିଳିବ। ଜୀବିକା କ୍ଷେତ୍ରରେ ପ୍ରଗତି ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ଜୀବନରେ କିଛି ଚ୍ୟାଲେଞ୍ଜ ଆସିବାର ସମ୍ଭାବନା ଅଛି।

ମିଥୁନ: ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ, ତଥାପି ମନ ବିବ୍ରତ ରହିବ। ବନ୍ଧୁତା ସମ୍ପର୍କ ଦୃଢ଼ ହେବ। ଅନ୍ୟମାନଙ୍କଠାରୁ ସହଯୋଗ ନେବାରେ ସଫଳ ହେବେ।

କର୍କଟ: ସୃଜନଶୀଳ ପ୍ରୟାସ ଫଳପ୍ରଦ ହେବ। ବହୁ ପ୍ରତୀକ୍ଷିତ କାର୍ଯ୍ୟ ସମ୍ପନ୍ନ ହେବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ। ସାମାଜିକ ପ୍ରତିଷ୍ଠା ବଢ଼ିବ। ପ୍ରେମ ସମ୍ବନ୍ଧରେ ଦିନଟି ବହୁତ ଭଲରେ କଟିବ।

ସିଂହ: ରଚନାତ୍ମକ କାର୍ଯ୍ୟରେ ସଫଳ ହେବେ। ଆଖି ଏବଂ ପେଟଜନିତ ରୋଗକୁ ନେଇ ସଚେତନ ରୁହନ୍ତୁ। ରାଜନୈତିକ ଅଭିଳାଷ ପୂରଣ ହେବ। ବୈଦ୍ଧିକ ଆଲୋଚନା କରିବେ।

କନ୍ୟା: ନିଜ ଲୋକଠାରୁ ଚାପ ମିଳିପାରେ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକ ରହିଛି। ବ୍ୟବସାୟିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଚାକିରି ସ୍ଥିତିରେ ସୁଧାର ଆସିବ।

ତୁଳା: ବୁଦ୍ଧି, କୌଶଳ ସହିତ କରାଯାଇଥିବା କାର୍ଯ୍ୟ ସମାପ୍ତ ହେବ। ସୃଜନଶୀଳ ପ୍ରୟାସ ଫଳପ୍ରଦ ହେବ। ପାରିବାରିକ ଦାୟିତ୍ୱଗୁଡିକ ପୂରଣ ହେବ।

ବିଛା: ଆର୍ଥିକ ଦିଗ ମଜଭୁତ ହେବ। ପରିବାରର ଘନିଷ୍ଠତା ବଢ଼ିବ। ସନ୍ତାନ କିମ୍ବା ଶିକ୍ଷା କାରଣରୁ ଚିନ୍ତିତ ରହିବେ। ଶିଶୁର ସଫଳତାରୁ ଖୁସି ମିଳିବ। ଜୀବନସାଥୀଙ୍କ ସହଯୋଗ ରହିବ।

ଧନୁ: ଶିକ୍ଷା ଦିଗରେ ଚାଲିଥିବା ପ୍ରୟାସ ସାର୍ଥକ ହେବ। ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଆପଣଙ୍କ ଯୋଜନା ସଫଳ ହେବ।

ମକର: ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଉପହାର କିମ୍ବା ସମ୍ମାନ ମିଳିବ। ଆଜି ଆପଣଙ୍କ ଦିନ ଠିକ୍‌ଠାକ୍‌ ରହିବ। ପୁରୁଣା କଥା ଭାବି ଚିନ୍ତିତ ରହିବେ।

କୁମ୍ଭ: ପାରିବାରିକ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। କୌଣସି କାର୍ଯ୍ୟ ସମାପ୍ତ ହେବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବ। ସନ୍ତାନଙ୍କ ସାହାଯ୍ୟରେ ବଡ଼ କାମ ସମାପ୍ତ ହେବ।

ମୀନ: ପାରିବାରିକ ଦାୟିତ୍ୱ ପୂରଣ ହେବ। ଆର୍ଥିକ ଯୋଜନା ଫଳପ୍ରଦ ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଆଜି ନିଜର ଜିନିଷକୁ ସମ୍ଭାଳି ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.