Below header

ଆଜିର ଭାଗ୍ୟଫଳ: କେଉଁ ରାଶିଙ୍କର କିପରି କଟିବ ଦିନ

ଆଜି ଏହି ରାଶିର ଲୋକେ କଳା ଏବଂ ସଙ୍ଗୀତ ପ୍ରତି ଆକୃଷ୍ଟ ହେବେ। ବ୍ୟବସାୟରେ ଯାତ୍ରା ଲାଭପ୍ରଦ ହେବ। ସାଙ୍ଗମାନଙ୍କ ସହଯୋଗ ମିଳିବ। ଲାଭର ଅବସର ମିଳିବ। ପରିଶ୍ରମ ଅଧିକ କରିବେ।

ମେଷ: କଳା ଏବଂ ସଙ୍ଗୀତ ପ୍ରତି ଆକୃଷ୍ଟ ହେବେ। ମନ ବିଚଳିତ ହୋଇପାରେ। ବ୍ୟବସାୟରେ ଯାତ୍ରା ଲାଭପ୍ରଦ ହେବ। ସାଙ୍ଗଙ୍କ ସହଯୋଗ ମିଳିବ।

ବୃଷ: ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଲାଭର ଅବସର ମିଳିବ। ପରିଶ୍ରମ ଅଧିକ କରିବେ।

ମିଥୁନ: ମନ ଶାନ୍ତ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଆୟ କମିବ। ମନରେ ଆତ୍ମବିଶ୍ୱାସ ବଢ଼ିବ। ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

କର୍କଟ: ବ୍ୟବସାୟରେ ବିସ୍ତାର ହେବ। ମା’, ବାପାଙ୍କଠାରୁ ଧନ ପ୍ରାପ୍ତ ହୋଇପାରେ। ପାରିବାରିକ ଦାୟିତ୍ୱ ବଢ଼ିବ। ଜୀବନ ସୁଖମୟ ହେବ।

ସିଂହ: ଅତିରିକ୍ତ କ୍ରୋଧରୁ ଦୂରେଇ ରୁହନ୍ତୁ। କଥାବାର୍ତ୍ତାରେ ସନ୍ତୁଳିତ ରୁହନ୍ତୁ। ମା’, ବାପାଙ୍କ ଆଶୀର୍ବାଦ ମିଳିବ। ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ।

କନ୍ୟା: ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ପରିବାରର ସହଯୋଗ ମିଳିବ। କ୍ରୋଧ କରନ୍ତୁ ନାହିଁ। କୌଣସି ଅଟକିଥିବା ଧନ ପ୍ରାପ୍ତ ହୋଇପାରେ।

ତୁଳା: ଧୌର୍ଯ୍ୟ କମିବ। ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ପାଇବ। ସାଙ୍ଗଙ୍କଠାରୁ ଧନ ପ୍ରାପ୍ତ ହୋଇପାରେ। ମାନସିକ ଶାନ୍ତି ରହିବ। ମାନ ସମ୍ମାନ ବଢ଼ିବ।

ବିଛା: ମାନସିକ ଶାନ୍ତି ପାଇଁ ପ୍ରୟାସ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ। ବ୍ୟବସାୟରେ ଲାଭର ଅବସର ମିଳିବ। ଖର୍ଚ୍ଚ ବୃଦ୍ଧି ପାଇବ।

ଧନୁ: ମାନସିକ ଶାନ୍ତି ରହିବ। ପରିବାର ସମର୍ଥନ କରିବେ। ମାନ ସମ୍ମାନ ବଢ଼ିବ। କୌଣସି ବନ୍ଧୁଙ୍କଠାରୁ ବସ୍ତ୍ର ଉପହାର ମିଳିପାରେ। ଆୟ ବଢ଼ିବ।

ମକର: ସାଙ୍ଗମାନଙ୍କ ସହଯୋଗ ମିଳିବ। ପାରିବାରିକ ଜୀବନରେ ଶାନ୍ତି ରହିବ। ଧନ ବଢ଼ିବ। ଶୈକ୍ଷିକ କାର୍ଯ୍ୟରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

କୁମ୍ଭ: କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢ଼ିବ। ବାହନ ସୁଖ ବଢ଼ିପାରେ। ଖର୍ଚ୍ଚ ବୃଦ୍ଧି ପାଇବ। ସନ୍ତାନ ସୁଖ ବଢ଼ିବ। ବସ୍ତ୍ର କିଣାକିଣିରେ ଖର୍ଚ୍ଚ ବୃଦ୍ଧି ପାଇପାରେ।

ମୀନ: ଆତ୍ମସଂଯତ ରୁହନ୍ତୁ। ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ। ଆର୍ଥିକ ସ୍ଥିତି ଦୃଢ଼ ହେବ। ପରିବାରରେ ଧାର୍ମିକ କାର୍ଯ୍ୟ ଆୟୋଜନ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.