କେମିତି ବିତିବ ଆପଣଙ୍କ ଦିନ ? ପ୍ରେମ, ପରିବାର, ଶିକ୍ଷା କ୍ଷେତ୍ରରେ ରାଶିର ପ୍ରଭାବ କିପରି ରହିବ ଜାଣନ୍ତୁ

ମେଷ : ନିଜର ଇଛାକୁ ପୂରଣ କରିବା ପାଇଁ ବ୍ୟକ୍ତିଗତ ସମ୍ବନ୍ଧର ଉପଯୋଗ କରିବା ଆପଣଙ୍କ ଜୀବନସାଥିକୁ ନିରାଶ କରି ପାରେ । ଅଟକି ଥିବା କାମ ଆହୁରି ଗଭୀର ହେବ ଓ ଖର୍ଚ୍ଚ ଯୋଗୁଁ ଆପଣ ମାନସିକ ଚାପ ଅନୁଭବ କରିବେ । ଆଜି ସାଙ୍ଗ ମାନଙ୍କଠୁ ଅନପେକ୍ଷିତ ଉପହାର ମିଳିପାରେ । ଆପଣଙ୍କ ପ୍ରେମ ବୃତି ହେବ । ଆଜି ଆପଣ ପ୍ରେମରେ ସଫଳ ହେବେ ।

ବୃଷ : ଆଜି ଏହି ରାଶିର କିଛି ବେରୋଜଗାର ଲୋକମାନଙ୍କପାଇଁ ଶୁଭ । କାରଣ ଆଜି ସେମାନଙ୍କୁ ଚାକିରୀ ମିଳିପାରେ ଯାହାଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିବ। ନିଜ ଲୋକଙ୍କ ସହିତ କୌଣସି ବିବାଦ କରନ୍ତୁ ନାହିଁ । ଏଥିନେଇ ମାନସିକ ଅଶାନ୍ତି ଦେଖାଦେଇ ପାରେ । କହଳ ଠାରୁ ନିଜକୁ ଦୂରେଇ ରଖନ୍ତୁ ।

ମିଥୁନ : କୌଣସି ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ । ଆଜି ସନ୍ଧ୍ୟାରେ କୌଣସି ସହକର୍ମୀଙ୍କ ସହିତ ସମୟ କଟାଇପାରନ୍ତି । କିନ୍ତୁ ପରେ ଆପଣଙ୍କୁ ଏହା ଅଯଥା ସମୟ ନଷ୍ଟ ହେଲାପରି ଲାଗିପାରେ ।

କର୍କଟ : ବୁଲାବୁଲି କରିବାକୁ ଯିବାର ଯୋଜନା କରି ପାରନ୍ତି , ଯାହା ଆପଣଙ୍କୁ ଉର୍ଜା ଓ ଉତ୍ସାହରେ ଭାରି ଦେବ । ଯଦି ଆପଣ ଠିକ ଲୋକଙ୍କ ସମ୍ପର୍କ ଓ ନେବାଦେବା କରିବେ। ଯଦି ଆଜି ଲାଭରେ ରହିବାକୁ ଚାହୁଁଛନ୍ତି ତାହେଲେ ଅନ୍ୟ ମାନଙ୍କ ପରାମର୍ଶ ମାଗନ୍ତୁ। ଗୁରୁଜନଙ୍କ କଥା ମାନନ୍ତୁ।

ସିଂହ : ଦିନଟି ଭଲରେ କଟିବ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଏହା ଦ୍ବାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ଆଜି ପାର୍କରେ ବୁଲିଲା ସମୟରେ ଏମିତି କୌଣସି ବ୍ୟକ୍ତିଙ୍କ ସହିତ ଦେଖା ହୋଇପାରେ ଯାହାଙ୍କ ସହିତ ଅତୀତରେ ଆପଣଙ୍କର ମତଭେଦ ହୋଇଥିଲା । କିଛି ସମୟ ପାଇଁ ଆପଣ ଚିନ୍ତାରେ ରହିବେ । ଘରକୁ ଫେରିବା ପରେ ଠିକ ଅନୁଭବ କରିବେ ।

କନ୍ୟା : ଆପଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ପୀଡା ଅନୁଭବ କରିବେ । ଅନିବାର୍ଯ୍ୟ କାରଣ ପାଇଁ ଅତ୍ୟଧିକ ପରିମାଣର ଅର୍ଥ ଖର୍ଚ୍ଚ କରିବେ । ନିଜ କାର୍ଯ୍ୟରେ ନିଜର ସହକର୍ମୀଙ୍କ ଠାରୁ ସାହାଯ୍ୟ ଓ କଠିନ ପରିଶ୍ରମ ପାଇଁ ନିଜକୁ ଯୋଗ୍ୟ ବୋଲି ପ୍ରତିପାଦନ କରିବେ ।

ତୁଳା : ଆଜି ଆପଣଙ୍କ ଉପରେ କାର୍ଯ୍ୟ ଚାପ ବଢି ଚାଲିବ । କିନ୍ତୁ ଆପଣ ଭଲ ଢଙ୍ଗରେ ସେଗୁଡିକୁ ସମ୍ଭାଳିବେ, ଯାହା କେବଳ ଆପଣଙ୍କ ଧୈର୍ଯ୍ୟ ପାଇଁ ସମ୍ଭବ ହେବ । ଯେତେ ଶୀଘ୍ର ସମ୍ଭବ ଏହାକୁ କାର୍ଯ୍ୟରେ ଲଗାନ୍ତୁ ।

ବିଛା : ଆପଣ ଆଜି କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି । ଅବଶ୍ୟ ଯଦି ଆପଣ ଅନ୍ୟମାନଙ୍କୁ ମିଶାଇବାକୁ ଚାହୁଁଛନ୍ତି ତେବେ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କୁ ସେମାନେ କିଛି ଭୁଲ କାର୍ଯ୍ୟରେ ନ ପକାନ୍ତୁ । ଆପଣ ଏକ ଦୂର୍ବଳତାକୁ କିପରି ଶକ୍ତିର କାରଣ କରିପାରିବେ ତାହା ଜାଣନ୍ତି । ଦିନଟି ଭଲ ଅଛି ।

ଧନୁ : ଆପଣଙ୍କ ଦିନଟି ଭଲ ନାହିଁ। ଆଜି ଆପଣଙ୍କ କାର୍ଯ୍ୟକୁ କେହି ପସନ୍ଦ କରିବେ ନାହିଁ । ଶତ୍ରୁ ସଂଖ୍ୟାରେ ବୃଦ୍ଧି ଘଟିବ । ସଫଳତା ମିଳିବନି। ଅର୍ଥାଭାବ ଦେଖାଦେବା ସହିତ ପରିବାର ସଦସ୍ୟ ଏଥିରେ କ୍ରୋଧିତ ହୋଇ ଆପଣଙ୍କୁ ଶାସନ କରିପାରନ୍ତି । ଯାହା ଆପଣଙ୍କ ଚିନ୍ତା ଆହୁରି ବଢାଇବ ।

ମକର : ବୈବାହିକ ସଂପର୍କ ଭଲ ରହିବ। ଆପଣ ନିଜ କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ। କାହା ପ୍ରତି ବିରକ୍ତିଭାବ ଦେଖନ୍ତୁ ନାହିଁ। ନଚେତ୍ ଆପଣ ଅସୁବିଧାରେ ପଡିପାରନ୍ତି । କଳହ ହେଇ ପାରେ। ଆପଣଙ୍କ ପ୍ରିୟଜନ ଆଜି କିଛି ବିରକ୍ତ ଅନୁଭବ କରିବେ, ଯାହା ଆପଣଙ୍କ ମନ ଉପରେ ଚାପକୁ ଆହୁରି ବଢାଇବ ।

କୁମ୍ଭ : ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ହେବ । ଆପଣ ନିଜର ନାମ ଓ ସମ୍ମାନକୁ ବଜାୟ ରଖିବେ । ବ୍ୟବସାୟ କ୍ଷେତ୍ରରେ ଲାଭ ହେବ । ବନ୍ଧୁଙ୍କ ଗହଣରେ ଦୂରସ୍ଥାନକୁ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦ କରିପାରନ୍ତି ।

ମୀନ : ଆଜି ଦିନ ଆପଣଙ୍କ ପାଇଁ ଆନନ୍ଦମୟ ହେବ ନାହିଁ । ଆପଣ ଅସୁସ୍ଥ ରହିପାରନ୍ତି । ସେହି ଖରାପ ଏବଂ ହତାସ ଭାବନା ଦୁରେଇ ଦେବା ପାଇଁ ଏହା ହେଉଛି ଏକ ଭଲ ପ୍ରତିକାର । ଆପଣ ଅର୍ଥର ଅଭାବ ଅନୁଭବ କରିପାରନ୍ତି, କିନ୍ତୁ ଏହା ମଧ୍ୟାହ୍ନ ପର୍ଯ୍ୟନ୍ତ ଲାଗି ରହିପାରେ, ତାପରେ ଏହି ସମସ୍ୟା ଦୂର ହୋଇଯାଇପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.