ଜାଣନ୍ତୁ ଆଜି କ’ଣ କହୁଛି ଆପଣଙ୍କ ରାଶିଫଳ

ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। କ୍ୟାରିୟରରେ ଉନ୍ନତି କରିବେ। ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। ଧନ ବୃଦ୍ଧି ହେବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। କୌଣସି ବଡ଼ କମ୍ପାନୀ ସହ ପାର୍ଟନରସିପ୍‌ କରିବାକୁ ମଉକା ମିଳିବ।

ମେଷ: ଆଜିର ଦିନ ଆପଣଙ୍କ ପାଇଁ ଭଲ ରହିବ। କ୍ୟାରିୟରରେ ଉନ୍ନତି କରିବେ। ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ। ଧନ ବୃଦ୍ଧି ହେବ।

ବୃଷ: ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। କୌଣସି ବଡ଼ କମ୍ପାନୀ ସହ ପାର୍ଟନରସିପ୍‌ କରିବାକୁ ମଉକା ମିଳିବ। ଜୀବନସାଥୀ ଖୁସି ରହିବେ।

ମିଥୁନ: ପିଲାମାନଙ୍କ ମନ ପାଠପଢ଼ାରୁ ହଟିପାରେ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ନୂଆ ଶିଖିବାର ଅବସର ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ବିଦ୍ୟାର୍ଥୀମାନେ ପାଠପଢ଼ାରେ ଅଧିକ ପରିଶ୍ରମ କରିବେ। ଅନ୍ୟର ମାମଲାରେ ନିଜର ରାୟ ଦିଅନ୍ତୁ ନାହିଁ। ଆଜିର ଦିନ ମିଶ୍ରିତ ରହିବ।

ସିଂହ: ଆଜିର ଦିନ ଆପଣଙ୍କ ପାଇଁ ଖାସ୍‌ ରହିବ। ଆଜି ନିଜକୁ ଆର୍ଥିକ ରୂପେ ମଜଭୁତ କରିବେ। ଜୀବନସାଥୀଙ୍କ ଉପରେ ଭରସା ରଖନ୍ତୁ।

କନ୍ୟା: ଆଜି ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। କୌଣସି ସାମାଜିକ ସମାରୋହରେ ଭାଗ ନେଇପାରନ୍ତି। ଘରକୁ ସମ୍ପର୍କୀୟ ଆସିବେ।

ତୁଳା: ଯଦି ଆପଣ କେଉଁଠି ପଇସା ନିବେଶ କରିବାକୁ ଚାହୁଁଛନ୍ତି, ଆଜିର ଦିନଟି ଭଲ। କୌଣସି କାମରେ ଅଫିସ୍‌ରେ ଅଧିକ ସମୟ ପର୍ଯ୍ୟନ୍ତ ଅଟକିବେ।

ବିଛା: ଆଜି ଛୋଟ ଛୋଟ କଥାରେ ଖୁସି ଖୋଜିବାକୁ ଚେଷ୍ଟା କରିବେ। ବିରୋଧୀ ବନ୍ଧୁତାର ହାତ ବଢ଼ାଇବେ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତି ଦୃଢ଼ ହେବ।

ଧନୁ: ଆଜିର ଦିନ ଖୁସିରେ ଭରିଯିବ। ଦୋକାନୀଙ୍କର ଭଲ ରୋଜଗାର ହେବ। ଆପଣ ଯେଉଁ କାମରେ ହାତ ଦେବେ, ସେଥିରେ ନିଶ୍ଚୟ ସଫଳ ହେବେ।

ମକର: କାର୍ଯ୍ୟରେ ସଫଳ ହେବେ। ଜୀବନସାଥୀ ଆପଣଙ୍କ କଥାକୁ ବୁଝିବାକୁ ଚେଷ୍ଟା କରିବେ। କଠିନ ପରିସ୍ଥିତିରେ ମଧ୍ୟ ଆପଣ ଠିକ୍‌ ନିର୍ଣ୍ଣୟ ନେବେ।

କୁମ୍ଭ: ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ହେବାକୁ ଯାଉଛି। ଆଜି ଜୀବନସାଥୀଙ୍କ ତରଫରୁ କୌଣସି ଶୁଭ ସମାଚାର ମିଳିପାରେ।

ମୀନ: ଆପଣଙ୍କ ଆର୍ଥିକ ସମସ୍ୟାଗୁଡ଼ିକର ସମାଧାନ ହେବ। କୌଣସି ମିତ୍ର ଆପଣଙ୍କୁ ସାହାଯ୍ୟ କରିବେ। ପରିବାର ସହିତ ସମୟ ବିତାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.