ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ କ୍ୟାବିନେଟ ମଂଜୁରୀ, ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ୩୩୫୪ କୋଟି ଟଙ୍କା

ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ୩୩୫୪ କୋଟି ଟଙ୍କା। ଏଥିରେ ୬ ବର୍ଷରୁ କମ ବୟସର ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ସହ ଅଣ୍ଡା ଦିଆଯିବ। ସେହିପରି ୧୫ରୁ ୧୯ ବର୍ଷର କିଶୋରୀଙ୍କୁ ଅଣ୍ଡା, ଲଡୁ ଓ ପୁଷ୍ଟିକର ଖାଦ୍ୟ, ଗର୍ଭବତୀ ଓ ପ୍ରସୂତିଙ୍କୁ ଟେକ୍‌ ହୋମ୍‌ ରାସନରେ ପୁଷ୍ଟିକର ଖାଦ୍ୟ ସହ ଅଣ୍ଡା ଓ ମିଲେଟ୍‌ ଦିଆଯିବ।

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ କ୍ୟାବିନେଟ ମଂଜୁରୀ। ରାଜ୍ୟର ଶିଶୁ, କିଶୋରୀ, ଗର୍ଭବତୀ ଓ ପ୍ରସୂତିଙ୍କ ପୁଷ୍ଟି ସାଧାନ ସହ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକରିବ। ଆସନ୍ତା ୫ ବର୍ଷରେ ଖର୍ଚ୍ଚ ହେବ ୩୩୫୪ କୋଟି ଟଙ୍କା। ଏଥିରେ ୬ ବର୍ଷରୁ କମ ବୟସର ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ସହ ଅଣ୍ଡା ଦିଆଯିବ।

ସେହିପରି ୧୫ରୁ ୧୯ ବର୍ଷର କିଶୋରୀଙ୍କୁ ଅଣ୍ଡା, ଲଡୁ ଓ ପୁଷ୍ଟିକର ଖାଦ୍ୟ, ଗର୍ଭବତୀ ଓ ପ୍ରସୂତିଙ୍କୁ ଟେକ୍‌ ହୋମ୍‌ ରାସନରେ ପୁଷ୍ଟିକର ଖାଦ୍ୟ ସହ ଅଣ୍ଡା ଓ ମିଲେଟ୍‌ ଦିଆଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.