Below header

ଆଜିର ରାଶିଫଳ: ଏହି ରାଶିର ଲୋକଙ୍କୁ ସାମାଜିକ କାର୍ଯ୍ୟରେ ସଫଳତା ମିଳିବ

ଜୀବନସାଥୀ ଆପଣଙ୍କ କଥାକୁ ବୁଝିବାକୁ ଚେଷ୍ଟା କରିବେ। ବ୍ୟବସାୟ ପାଇଁ ଦିନଟି ଭଲ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କ ଘରର ମାହୋଲ ଭଲ ରହିବ। ହଠାତ୍‌ ଧନଲାଭର ଯୋଗ ରହିଛି। ଭାଗ୍ୟ ସମର୍ଥନ କରିବ। ଉନ୍ନତିର ରାସ୍ତା ଖୋଲିବ।

ମେଷ: ଜୀବନସାଥୀ ଆପଣଙ୍କ କଥାକୁ ବୁଝିବାକୁ ଚେଷ୍ଟା କରିବେ। ବ୍ୟବସାୟ ପାଇଁ ଦିନଟି ଭଲ। ସାମାଜିକ କାର୍ଯ୍ୟରେ ସଫଳତା ମିଳିବ।

ବୃଷ: ଆପଣଙ୍କ ଘରର ମାହୋଲ ଭଲ ରହିବ। ହଠାତ୍‌ ଧନଲାଭର ଯୋଗ ରହିଛି। ଭାଗ୍ୟ ପୂରା ସମର୍ଥନ କରିବ। ଉନ୍ନତିର ନୂଆ ରାସ୍ତା ଖୋଲିବ।

ମିଥୁନ: ପାରିବାରିକ ସମ୍ପର୍କ ଦୃଢ଼ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୈବାହିକ ଜୀବନ ସୁଖମୟ ହେବ। ଅଫିସ୍‌ର ମାହୋଲ ଭଲ ରହିବ।

କର୍କଟ: ଆପଣଙ୍କ ସମୟ ପିଲାମାନଙ୍କ ସହିତ ବିତିବ। କୌଣସି ନୂଆ କାମ ଆରମ୍ଭ କରିବାକୁ ଚିନ୍ତା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସିଂହ: ଅଫିସ୍‌ କାମରେ ଅଧିକ ବ୍ୟସ୍ତ ରହିବେ। ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ହେବ। ନିଜ ଖର୍ଚ୍ଚକୁ କଣ୍ଟ୍ରୋଲ କରିବାକୁ ଚେଷ୍ଟା କରନ୍ତୁ।

କନ୍ୟା: ଅଫିସ୍‌ରେ ସମସ୍ତ ଲୋକଙ୍କ ସହିତ ତାଳମେଳ ଭଲ ରହିବ। ସନ୍ଧ୍ୟାରେ କୌଣସି ସମାରୋହରେ ସାମିଲ ହେବେ। ପୁରୁଣା ସାଙ୍ଗଙ୍କୁ ଭେଟିବେ।

ତୁଳା: କୌଣସି ଅନୁଭବୀ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ମିଳିବାର ସମ୍ଭାବନା ରହିଛି। ପରିବାର ଲୋକଙ୍କ ସହିତ ସପିଂ କରିବାକୁ ଯୋଜନା କରିବେ।

ବିଛା: ସାମାଜିକ କ୍ଷେତ୍ରରେ ଆପଣଙ୍କ ସକ୍ରିୟତା ବଢ଼ିବ। ମନ ପ୍ରସନ୍ନ ରହିବ। ଭୌତିକ ସୁଖ, ସୁବିଧା ବଢ଼ିବ। ଦାମ୍ପତ୍ୟ ସମ୍ପର୍କ ମଧୁର ହେବ।

ଧନୁ: ପରିବାର ସହିତ ଖୁସିର ମୁହୂର୍ତ୍ତ ବିତାଇବେ। ଆପଣଙ୍କ ଆର୍ଥିକ ସ୍ଥିତି ଦୃଢ଼ ହେବ। କ୍ୟାରିୟରରେ ଆଗକୁ ବଢ଼ିବାର ଅବସର ମିଳିବ।

ମକର: ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନିଜର କାମ ଭଲ ଭାବରେ ପୂରା କରିବେ। ଅନ୍ୟକୁ ନିଜର ବ୍ୟକ୍ତିଗତ କଥା କୁହନ୍ତୁ ନାହିଁ।

କୁମ୍ଭ: ଆପଣ ଭାବିଥିବା କାମ ପୂରା ହେବ। ଛାତ୍ରମାନଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣ ଫିଟ୍‌ ଏବଂ ଫାଇନ୍‌ ରହିବେ।

ମୀନ: ନୂଆ ଯୋଜନା ପ୍ରସ୍ତୁତ କରିବେ। ଘରୋଇ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମାଧାନ କରିବେ। ସାଙ୍ଗମାନଙ୍କ ସହିତ ଧାର୍ମିକ ଯାତ୍ରା କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.