ଜାଣନ୍ତୁ ରାଶି ଅନୁସାରେ କିପରି କଟିବ ଆଜିର ଦିନ
କାମର ଭଲ ପରିଣାମ ମିଳିବ । ଭାଇ ଓ ଭଉଣୀ ସହ ଝଗଡା ହୋଇପାରେ । କଳାତ୍ମକ କାର୍ଯ୍ୟରେ ରୁଚି ବଢିପରେ । ଚାକିରି ମଳିବାର ସମ୍ଭାବନା ରହିଛି ।
ମେଷ: ସାଙ୍ଗର ସାହାଯ୍ୟ ମିଳିବ । ମାନସିକ ଶାନ୍ତି ରହିବ । ବ୍ୟବସାୟରେ କିଛି କ୍ଷତି ହୋଇପାରେ । ଆଜି ଅଧିକ କ୍ରୋଧିତ ହୋଇପାରନ୍ତି । ସେଥିପାଇଁ ଖୁସି ରହିବେ । ଆଜି ଆପଣ ଖୁସି ରହିବେ । ଲଭ୍ମେଣ୍ଟଙ୍କ ଠାର ଉପହାର ମିଳିପାରେ । ଚାକିରି ପାଇଁ ଚିନ୍ତିତ ରହିବେ । ବରିଷ୍ଠ ଲୋକଙ୍କ ସାହର୍ଯ୍ୟ ମିଳିବ । ଧନ ମଧ୍ୟ ପ୍ରାପ୍ତି ହୋଇପାରେ ।
ବୃଷ: ମନ ପ୍ରସନ୍ନ ରହିବ । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ଧନ ପ୍ରାପ୍ତି ହୋଇପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସମସ୍ତ ସମସ୍ୟାର ସମାଧନ ହୋଇଯିବ । କୌଣସି କାର୍ଯ୍ୟ ପାଇଁ ମୁଡ୍ ଭଲ ରହିବ । ବ୍ୟବସାୟରେ କ୍ଷତି ହୋଇପାରେ । ମାନସିକ ଚିନ୍ତିତ ରହିବ । ଭାବିଚିନ୍ତି କାମ କରିଲେ ସବୁ ଠିକ୍ ହୋଇଯିବ ।
ମିଥୁନ: ଦୂର ଯାତ୍ରା କରିପାରନ୍ତି । ପରିବାର ଠାରୁ ଦୂରେଇ ପାରନ୍ତି । କୌଣସି କାରଣରୁ ମନ ଦୁଃଖ ରହିପାରେ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଠିକ୍ ହୋଇଯିବ । ଯେଉଁ କାମରୁ କଷ୍ଟ ମଳିଛୁ, ସେହି କାମ ଠାରୁ ଦୂରେଇ ରୁହନ୍ତୁ । ଏହି ରାଶିର ଲୋକଙ୍କ ଜୀବନରେ ଭଲପାଇବା ଭରିରହିବ । ଜୀବନସାଥୀଙ୍କ ସହ ଝଗଡା ହୋଇପାରେ । କିଛି କଥା ପାଇଁ ମଧ୍ୟ ମନ ଖୁସି ରହିବ ।
କର୍କଟ: ବାଣୀରେ ମଧୁରତା ରହିବ । ଚାକିରିରେ ଉନ୍ନତି ମିଳିପାରେ । ସାଙ୍ଗର ସାହାଯ୍ୟ ମଳିପାରେ । ସାଙ୍ଗ ସାଥିଙ୍କ ସହ ସମୟ କାଟିବେ । ପାଠ ପଢାକୁ ନେଇ ଆଗକୁ ବଢିବେ । ଲଭ୍ମେଣ୍ଟଙ୍କ ସହ ଭଲ ସମ୍ପର୍କ ରହିବ । ଏହା ସହ କୌଣସି କଥା ପାଇଁ ମନ ଦୁଃଖ ରହିବ । ପରିବାର ସହ ଖୁସିର ସମୟ କାଟିବେ ।
ସିଂହ: ଜୀବନସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଧନ ଲାଭ ହୋଇପାରେ । ଅଳ୍ପ ଚିଡିଚିଡା ରହିବେ । କୌଣସି କାର୍ଯ୍ୟ ପାଇଁ ଅନ୍ୟ କାହାର ଉପଦେଶ ମଳିପାରେ । ଆପଣ କରିଥିବା କାମର ଶୁଭ ଫଳ ମିଳିବ । କାହାର ସାହାର୍ଯ୍ୟ ମିଳିବ ।
କନ୍ୟା: ନିଜ ଭାବନାକୁ ଆୟତରେ ରଖିବେ । ଚକିରି ପାଇଁ ଚିନ୍ତିତ ରହିବେ । ମାନସିକ ଶାନ୍ତି ରହିବ । ଭଉଣୀ ସହ ସମୟ କାଟିବେ । ଲୋକଙ୍କ ସହ କଥାବାର୍ତ୍ତା ଠିକ୍ ରଖିବା ଉଚିତ୍ । ପରିବାରରେ ସୁଖ ଶାନ୍ତି ରହିବ । କୌଣସି କାମ ଯୋଗୁ ଠକାମିରେ ପଡି ପାରନ୍ତି ।
ତୁଳା: କିଛି ଜିନିଷ ପ୍ରତି ରୁଚି ବଢି ପାରେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ରହିଛି । ଘରେ ମାଙ୍ଗଳିକ କାମ ହୋଇପାରେ । କାହାର ସହଯୋଗ ମିଳିବ । ଆୟର ସ୍ଥିତି ଠିକ୍ ଠାକ୍ ରହିବ । ବ୍ୟବସାୟରେ କିଛି କ୍ଷତି ହୋଇପାରେ । ସ୍ୱାସ୍ଥ୍ୟ ଠିକ୍ ଠାକ୍ ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ ।
ବିଛା: ନିଜ ଉପରେ ଆତ୍ମବିଶ୍ୱାସ ରହିବ । କାମର ଭଲ ପରିଣାମ ମିଳିବ । ଭାଇ ଓ ଭଉଣୀ ସହ ଝଗଡା ହୋଇପାରେ । କଳାତ୍ମକ କାର୍ଯ୍ୟରେ ରୁଚି ବଢିପରେ । ଚାକିରି ମଳିବାର ସମ୍ଭାବନା ରହିଛି । ଆଜି ଅଧିକ କ୍ରୋଧିତ ହୋଇପାରନ୍ତି । ଖର୍ଚ୍ଚ ଯୋଗୁ ଚିନ୍ତତ ହୋଇପାରନ୍ତି ।
ଧନୁ: ମସ୍ତିଷ୍କ ଶାନ୍ତ ରଖିବେ । ବ୍ୟବସାୟରେ ବୃଦ୍ଧି ହୋଇପାରେ । ଘରେ ଧାର୍ମିକ କାର୍ଯ୍ୟ ହୋଇପାରେ । ମାତାପିତାଙ୍କ ଦ୍ୱାରା ଆର୍ଥିକ ସାହାଯ୍ୟ ମିଳିବ । ମନରେ ଆଶା- ନିରାଶା ଭାବନା ଆସିପାରେ । ପରିବାରର ସମସ୍ୟା ଯୋଗୁ ଚିନ୍ତିତ ରହିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।
ମକର: କୌଣସି କାମରେ ଲାଭ ମିଳିବ । ସାଙ୍ଗର ସାହାଯ୍ୟ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ନିଜ ଉପରେ ଆତ୍ମବିଶ୍ୱାସ ରହିବ । ମନ ପ୍ରସନ୍ନ ରହିବ । ପାରିବାରିକ ଜୀବନରେ କଠିନ ପରିସ୍ଥିତି ଆସିପାରେ । ଛାତ୍ରଛାତ୍ରୀଙ୍କୁ ଆଜି ସଫଳତା ମିଳିପାରେ ।
କୁମ୍ଭ: ଚାକିରିରେ ଉନ୍ନତି ହୋଇପାରେ । ଆୟରେ ବୃଦ୍ଧି ହୋଇପାରେ । ଚାକିରିରେ ପରିବର୍ତ୍ତନ ଆସିପାରେ । ପାଠପଢାରେ ରୁଚି ବଢିବ । ବ୍ୟବସାୟରେ ଭାଇ କିମ୍ବା ଭଉଣୀଙ୍କର ସାହାଯ୍ୟ ମିଳିପାରେ । ଆଜି ଆପଣ କଥାବାର୍ତ୍ତା ଠିକ୍ ରଖନ୍ତୁ ।
ମୀନ: ଖର୍ଚ୍ଚ ବଢିପାରେ । ଘରେ ସୁଖ ମିଳିବ । ମନ ଅଶାନ୍ତ ରହିବ । ପୁରୁଣ ସାଙ୍ଗ ସହ ଭେଟ ହୋଇପାରେ । ଅଧିକ ଖର୍ଚ୍ଚ ହୋଇପାରେ । ବାପାମାଆଙ୍କ ସହ ଦିନଟି ଭଲ ରହିବ । କିଛି କାମରେ ବାଧା ସୃଷ୍ଟି ହୋଇପାରେ ।