Below header

୫ଘଣ୍ଟା ହେଲା ଧବଳେଶ୍ବରଙ୍କ ଦର୍ଶନ ବନ୍ଦ, ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ

୫ଘଣ୍ଟା ହେଲା ଧବଳେଶ୍ବରଙ୍କ ଦର୍ଶନ ବନ୍ଦ । ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ଆସନ୍ତାକାଲି ଧବଳେଶ୍ବରଙ୍କ ପୀଠରେ ପାଳନ ହେବ ବଡ଼ ଓଷା। ହେଲେ ଏହାପୂର୍ବରୁ ମନ୍ଦିରରେ ତାଲା ଓ ଧାରଣାରେ ବସିଛନ୍ତି ପୂଜକ।

୫ଘଣ୍ଟା ହେଲା ଧବଳେଶ୍ବରଙ୍କ ଦର୍ଶନ ବନ୍ଦ । ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ଆସନ୍ତାକାଲି ଧବଳେଶ୍ବରଙ୍କ ପୀଠରେ ପାଳନ ହେବ ବଡ଼ ଓଷା। ହେଲେ ଏହାପୂର୍ବରୁ ମନ୍ଦିରରେ ତାଲା ଓ ଧାରଣାରେ ବସିଛନ୍ତି ପୂଜକ। ଏଯାଏ କୌଣସି ନିଷ୍ପତ୍ତି ହୋଇପାରିନାହିଁ । ଅତିରିକ୍ତି ଜିଲ୍ଲାପାଳ,ଆଠଗଡ ଉପ ଜିଲ୍ଲାପାଳ,ଗ୍ରାମାଞ୍ଚଳ ଅତିରିକ୍ତ ଏସପି ବର୍ତ୍ତମାନ ସମସ୍ୟାର ସମାଧାନ ପାଇଁ ଯାଉଛନ୍ତି ।

ଆଜି ଆଠଗଡ଼ ଧବଳେଶ୍ବର ମନ୍ଦିରରେ କଥା କଟାକଟି ଓ ବ୍ୟାରିକେଡ ପରିବର୍ତ୍ତନ ନେଇ ମୁହାଁମୁହିଁ ହୋଇଛନ୍ତି ପ୍ରଶାସନ ଓ ପୂଜକ। ମନ୍ଦିରର ମୁଖ୍ୟ ଦ୍ବାରରେ ତାଲା ପକାଇ ଧାରଣାରେ ବସିଛନ୍ତି। ପଞ୍ଚୁକ ପାଇଁ ମନ୍ଦିର ବାହାରେ ଛିଡ଼ା ହୋଇଛନ୍ତି ହଜାର ହଜାର ଭକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.