Browsing Tag

baba dhabaleswar

ଆଜି ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର: ମଧ୍ୟରାତ୍ରୀରେ ଲାଗିହୋଇଛି ଗଜଭୋଗ

ଆଠଗଡ଼ (କେନ୍ୟୁଜ): ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧିକ୍ଷଣ ମଧ୍ୟ ରାତ୍ରୀରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ଗଜଭୋଗ ଓ ତରଣ। ଗତକାଲି ଓ ଆଜି ବଡସିଂହାର ବେଶ ସହିତ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର। ବଡ଼ ଓଷାରେ ସିଧସଳଖ…