ଖାଲି ପେଟରେ ରହିବାଠୁ ବେଶୀ କ୍ଷତିକାରକ ଖାଲି ପେଟରେ ଏହି ୮ ଖାଦ୍ଯ ଖାଇବା : ଭୁଲରେ ବି କରନ୍ତୁ ନାହିଁ ଏହି ଭୁଲ୍

କୁହନ୍ତି, ଅଧିକ ସମୟ ଯାଏ ଖାଲି ପେଟରେ ରହିବା ଦ୍ବାରା ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ କିନ୍ତୁ ଆପଣ କ’ଣ ଜାଣିଛନ୍ତି ଏହା ଠାରୁ ବି ଅଧିକ ଖରାପ କ’ଣ ହୋଇପାରେ ? ଖାଲି ପେଟରେ ରହିବା ଶରୀର ପାଇଁ କ୍ଷତିକାରକ ଅଟେ । ଖାଲି ପେଟରେ କିଛି ଖାସ ଜିନିଷ ଖାଇବା ଉଚିତ୍ । ଏହା ଦ୍ବାରା ଶରୀରରେ କୌଣସି ପ୍ରଭାବ ପଡି ନଥାଏ । ଏବେ ଆପଣ ଭାବନ୍ତୁ କି ଏମିତି କ’ଣ ଖାଇବା ଦ୍ବାରା ଖାଲି ପେଟରେ ଆମ ଶରୀରକୁ କ୍ଷତି ପହଂଚିଥାଏ ।

• କଦଳୀ : ଖାଲିପେଟରେ କଦଳୀ ଖାଇବା ଦ୍ବାରା ଶୀରରେ ମ୍ୟାଗନେସିୟମର ମାତ୍ରା ବଢିଥାଏ । ଯାହା ଦ୍ବାରା ଆମ ହୃଦୟ ଠିକରେ କାମ କରିବା ବନ୍ଦ କରିଦେଇଥାଏ ।

banana

• ଦହି : ଏମିତିରେ ତ, ଦହି ଶରୀର ପାଇଁ ହିତକର ହୋଇଥାଏ କିନ୍ତୁ ଖାଲିପେଟରେ ଖାଇବା ଦ୍ବାରା ପେଟରେ ଯନ୍ତ୍ରଣା ହୋଇଥାଏ ।

dahi

• ଚା ଏବଂ କଫି : ଅନେକ ଲୋକଙ୍କର ଆଖି ଚା ଏବଂ କଫିରୁ ଖୋଲି ଥାଏ । ଯଦି ଆପଣ ଏହି ଲୋକ ମାନଙ୍କ ମଧ୍ୟରୁ ଜଣେ ତେବେ ଲାଇଫ୍ ଷ୍ଟାଇଲରେ ପରିବର୍ତ୍ତନ ଆଣନ୍ତୁ । କାହିଁକି ନା ଖାଲିପେଟରେ ଚା କିମ୍ବା କଫି ପିଇବା ଦ୍ବାରା ଏସିଡିଟିର ସମସ୍ୟା ଦେଖାଦେଇଥାଏ ।

coffee tea

• ଲିଚି : ଲିଚିରେ ଏକ ପ୍ରକାର ବିଶାକ୍ତ ତତ୍ବ ରହିଥାଏ ଯାହା ଦ୍ବାରା କି ଏହାକୁ ଖାଲିପେଟରେ ଖାଇବା ଦ୍ବାରା ଶରୀରରେ ଅନେକ ସମସ୍ୟା ଆଣିଥାଏ ।

lechi

• ମଦ : ଖାଲିପେଟରେ ମଦ ପିଇବା ଦ୍ବାରା ମୁଣ୍ଡ ସହ ହୃଦୟରେ ମଧ୍ୟ ସମସ୍ୟା ଆଣିଥାଏ ।

sarab

• ମିଠା : ଖାଲିପେଟରେ ମିଠା ଏବଂ ଚକୋଲେଟ୍ ଖାଇବା ଦ୍ବାରା ଲିବର୍ ଏବଂ ପାଚନ ପକ୍ରିୟା ଉପରେ ପ୍ରଭାବ ପକାଇଥାଏ ।

Mix Mithai

• ଖଟା ଫଳ : ଖାଲିପେଟରେ ଖଟା ଫଳ ଖାଇବା ଦ୍ବାରା ଏସିଡିଟି ପ୍ରବଳ ମାତ୍ରାରେ ହୋଇଥାଏ ।

citrus fruits

• ସବୁଜ ପନିପରିବା : ସବୁଜ ପନିପରିବା ସ୍ବସ୍ଥ୍ୟ ପାଇଁ ଭଲ ହୋଇଥାଏ । ଏଥିରେ ଥିବା ଏମିନୋ ଏସିଡ୍ କାରଣରୁ ଏହାକୁ ଖାଲିପେଟରେ ଖାଇଲେ ଦେହ ଫୁଲିବା ଏବଂ ପେଟ ବଥା ସମସ୍ୟା ଆସିଥାଏ ।

green vegetables

Leave A Reply

Your email address will not be published.