Below header
Browsing Tag

helth tips

ସିଗାରେଟ୍‌ ଛାଡିବା ଦ୍ୱାରା କଣ ହୁଏ, ଜାଣନ୍ତୁ ପ୍ରାୟ ପ୍ରତି ଘଣ୍ଟାରେ ଶରୀରରେ କଣ ବରିବର୍ତ୍ତନ ହୋଇଥାଏ

ଆପଣମାନେ ସମସ୍ତେ ଜାଣିଥିବେ ଯେ ସିଗାରେଟ୍‌ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା ଧିରେ ଧିରେ ଫୁସ୍‌ଫୁସ୍‌କୁ ନଷ୍ଟ କରିଦିଏ । ସିଗାରେଟ୍‌ରେ ମିଳୁଥିବା ବିଷାକ୍ତ ପଦାର୍ଥ ଯୋଗୁ ଆମ ଶରୀର ଭିତରୁ ଖାଲି ହୋଇଯାଏ, ଯାହାଦ୍ୱାରା ଆମେ ଅନେକ ରୋଗର ସାମ୍ନା କରିଥାଉ । ଏଥିପାଇଁ ଏହାକୁ ଶୀଘ୍ର…

ଋତୁସ୍ରାବ ବନ୍ଦ ହେବା ପରେ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେବା ଉଚିତ୍‌, ନଚେତ୍‌ ହୋଇପାରେ ଏଭଳି ଗମ୍ଭୀର ରୋଗ

ବର୍ତ୍ତମାନର ଖରାପ ଲାଇଫ୍‌ ଷ୍ଟାଇଲ ଯୋଗୁଁ ମହିଳାମାନଙ୍କ ଶରୀରରେ ଅନେକ ପ୍ରକାରର ରୋଗ ଦେଖିବା ପାଇଁ ମିଳୁଛି । ତେଣୁ ଏହା ଏକ ଚିନ୍ତାର ବିଷୟ ହୋଇଛି, ସେହିପରି ବୟସ ବଢିବା ସହ ଏଭଳି ବିପଦ ଆହୁରି ଅଧିକ ବଢ଼ୁଛି । ୪୫ ରୁ ୫୦ ବର୍ଷ ମହିଳାମାନଙ୍କର ଋତୁସ୍ରାବ ବନ୍ଦ ହେବାର ସମୟ ହୋଇଥାଏ । ସେହି…

ସିଗାରେଟ ପିଉଥିଲେ ସାବଧାନ, ଅଦ୍ଭୁତ ରୋଗରେ ଜିଭ ପଡ଼ୁଛି ସବୁଜ

ସିଗାରେଟ୍‌ ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ଏ ବିଷୟରେ ଆମେ ସମସ୍ତେ ଭଲ ଭାବେ ଜାଣିଛୁ, ଏହା ପରେ ବି ଲୋକମାନେ ଏହାକୁ ପିଇବା ବନ୍ଦ କରୁନାହାନ୍ତି । ସେଥିପାଇଁ ସିଗାରେଟ୍‌ ପିଉଥିବା ଲୋକମାନଙ୍କୁ ଅନେକ ପ୍ରକାରର ରୋଗ ହୋଇଥାଏ । ଆମେରିକାର ଓହିଓରୁ ଏଭଳି ଏକ ଭୟଙ୍କର ରୋଗ…

ଗର୍ଭଧାରଣ ସମୟରେ ହୋଇପାରେ ଜିଷ୍ଟେସନାଲ ଡାଇବେଟିସ୍‌, ଜାଣନ୍ତୁ କଣ ହୋଇଥାଏ ଏହି ରୋଗ ଓ ଏହାର ଲକ୍ଷଣ

ପ୍ରତି ବର୍ଷ ଭାରତରେ ଡାଇବେଟିସ୍‌ ମାମଲା ବଢୁଛି । ମହିଳାମାନେ ମଧ୍ୟ ଏହି ରୋଗର ଶିକାର ହେଉଛନ୍ତି । ମହିଳାମାନଙ୍କ ମଧ୍ୟରେ ହେଉଥିବା ଏହି ରୋଗକୁ ଜିଷ୍ଟେସନାଲ ଡାଇବେଟିସ୍‌ କୁହାଯାଏ । ଏହାଦ୍ୱାରା ମହିଳାଙ୍କ ଶରୀରରେ ସୁଗାର ଲେବଲ ବହୁତ ବଢି ଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ…

ମାସିକ ଋତୁସ୍ରାବ ବନ୍ଦ ହେବା ପରେ ପୁଣି ଆରମ୍ଭ ହେବା ବିପଦର ସଙ୍କେତ, ଦେଖାଦିଏ ଗମ୍ଭୀର ରୋଗ

ପିରିୟଡ୍ସ ବା ମାସିକ ଧର୍ମ ସମୟରେ ମହିଳାମାନଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥାଏ । କିଛି ମହିଳାଙ୍କର ପିରିୟଡ୍ସ ବିଳମ୍ବ ହୋଇଥାଏ, କିଛି ମହିଳାଙ୍କର ଶୀଘ୍ର ହୋଇଥାଏ । ଯେପରି ପିରିୟଡ୍ସର ଅବଧି ଚକ୍ର ଆରମ୍ଭ ହେବାର ଏକ ନିର୍ଦ୍ଧିଷ୍ଟ ବୟସ ଯଥା, ୧୨, ୧୩ କିମ୍ବା ୧୪ ବର୍ଷ ରହିଥାଏ । ସେହିପରି…

କଣ ହୋଇଥାଏ ଭିଟାମିନ୍‌ P, ଜାଣନ୍ତୁ ଏହା ଶରୀରର ପାଇଁ କେତେ ଜରୁରୀ ହୋଇଥାଏ 

ମଣିଷ ଶରୀର ସୁସ୍ଥ ରହିବା ପାଇଁ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଦରକାର ହୋଇଥାଏ । ଯେପରି ଭିଟାମିନ୍‌, ମିନେରାଲ୍ସ, ପ୍ରୋଟିନ୍‌ ସମେତ ତତ୍ତ୍ୱ ସାମିଲ ଥାଏ । ଆପଣମାନେ ଭିଟାମିନ୍‌ A, ଭିଟାମିନ୍‌ B, ଭିଟାମିନ୍‌ C, ଭିଟାମିନ୍‌ D ସହିତ ଆହୁରି ଅନେକ ଭିଟାମିନ୍‌ ବିଷୟରେ ଜାଣିଥିବେ ।…

ବାରମ୍ବାର ମୁଣ୍ଡବିନ୍ଧା ହେଉଛି କି ? ମେଡିସିନ୍‌ ଖାଆନ୍ତୁ ନାହିଁ, ପ୍ରତିଦିନ ଏହି ଫଳ ଖାଆନ୍ତୁ ମୁଣ୍ଡବିନ୍ଧାରୁ ପାଇବେ…

ବର୍ତ୍ତମାନ ସମୟରେ ମୁଣ୍ଡବିନ୍ଧା ଏକ ସାଧାରଣ ସମସ୍ୟା ହୋଇଗଲାଣି । କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଶୋଇକରି ଉଠିବା ମାତ୍ରେ ମୁଣ୍ଡବିନ୍ଧା ଆରମ୍ଭ ହୋଇଯାଏ । ଏହି ପରି ହେବା ଦ୍ୱାରା ବ୍ୟକ୍ତି ପୁରା ଦିନ ଚିନ୍ତିତ ରହିଥାଏ । ବେଳେ ବେଳେ ମୁଣ୍ଡବିନ୍ଧା ଏତେ ଅଧିକ ବଢି ଯାଏ ଯେ ଖାଇବା…

ହାର୍ଟ ଆଟାକ ଜନିତ ରୋଗରୁ ପିଲାଙ୍କୁ କିପରି ସୁରକ୍ଷିତ ରଖିବେ, ଜାଣନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ

ବର୍ତ୍ତମାନ ସମୟର ଖରାପ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁଁ ହାର୍ଟ ଆଟାକ ଏକ ବଡ ସମସ୍ୟା ହୋଇଛି । ଏଥିରେ କେବଳ ବଡ ଲୋକ ନୁହେଁ ବରଂ ଛୋଟ ପିଲା ମଧ୍ୟ ଶିକାର ହେଉଛନ୍ତି । ବର୍ତ୍ତମାନ ଛୋଟ ପିଲାଙ୍କୁ ହାର୍ଟ ଆଟାକ ହେବାର ଅନେକ ମାମଲା ସାମ୍ନାକୁ ଆସୁଛି । ହାର୍ଟ ଶରୀରର ଅବଶିଷ୍ଟ ଅଶଂକୁ ରକ୍ତ ଯୋଗାଇବା…

ଗର୍ଭବତୀ ମହିଳାଙ୍କୁ ଡେଙ୍ଗୁ ବିପଦ ଅଧିକ ରହିଥାଏ , ଜାଣନ୍ତୁ ଏଥିରୁ କିପରି ବଞ୍ଚିବେ

ବର୍ତ୍ତମାନ ଡେଙ୍ଗୁ ଜନିତ ସମସ୍ୟାର ସମ୍ମୁଖୀନ ସାରା ଦେଶ ହେଉଛି । ପ୍ରାୟତଃ ଦିଲ୍ଲୀର ଏନସିଆରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ଦେଖିବା ପାଇଁ ମିଳିଛି । ସୂଚନା ଅନୁସାରେ, ଗତ ୧୦ ବର୍ଷରେ ଯେତିକି ଡେଙ୍ଗୁ ଜନିତ ସମସ୍ୟା ହୋଇନଥିଲା । ଏହି ବର୍ଷ ଅଗଷ୍ଟ ୫ ସୁଧା ଡେଙ୍ଗୁର ଅତ୍ୟଧିକ ମାମଲା…

ଅଧିକ ପାଣି ପିଇବା ଦ୍ୱାରା ଓ୍ଵାଟର ଟକ୍ସିଟି ହୋଇଥାଏ, ଜାଣନ୍ତୁ ଏହି ରୋଗରୁ ବଞ୍ଚିବେ କିପରି

ପ୍ରାୟତଃ ବ୍ୟକ୍ତି ଦିନକୁ ଚାରି ଲିଟର ପାଣି ପିଇବା ଦ୍ୱାରା ସୁସ୍ଥ ରହିଥାନ୍ତି । ହେଲେ ଚାରି ଲିଟରରୁ ଅଧିକ ପାଣି ପିଇବା ଦ୍ୱାରା ଓଭରହାଇଡ୍ରେସନ୍‌ ହୋଇପାରେ । ଏହା ଦ୍ୱାରା ଅନେକ ପ୍ରକାରର ରୋଗ ହେବା ସହ ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇପାରେ । ଯଦି ବ୍ୟକ୍ତି ଅଧିକ ପାଣି ପିଇବା ଦ୍ୱାରା…

ନିଶ୍ୱାସ ନେବାରେ କଷ୍ଟ ହେଉଥିଲେ ସାବଧାନ, ହୋଇପାରେ ଏହି ସବୁ ରୋଗ

ମଣିଷ ସୁସ୍ଥ ଥିଲେ ହିଁ ଭଲ ଭାବେ ନିଶ୍ୱାସ ନେଇ ପାରେ । ଯଦି ଆପଣଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି ବା ଆପଣ ଜୋରରେ ଚାଲିଲେ, ଦୌଡିଲେ, ସିଡି ଚଢ଼ିଲେ ଓ କୌଣସି ପ୍ରକାର ଛୋଟ କାମ କଲେ ବହୁତ ଶୀଘ୍ର ଥକି ଯାଉଛନ୍ତି । ତାହେଲେ ଜାଣନ୍ତୁ ଆପଣ କେଉଁ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଏହି…

ବର୍ଷାଦିନେ କାହିଁକି ହାତ ଓ ପାଦ ପାଣିଖାଏ ? ଜାଣନ୍ତୁ ଏଥିରୁ କେମିତି ପାଇବେ ମୁକ୍ତି

ସାଧାରଣତଃ ବର୍ଷା ଋତୁରେ ଯେତେ ଯତ୍ନ ନିଆଯାଉନା କାହିଁକି, କିଛି ସମସ୍ୟାରେ ଲୋକ ନିହାତି ପଡନ୍ତି । ଥଣ୍ଡା, କାଶ ଓ ଜ୍ୱର ସହିତ ନିକଟରେ ଅନେକ ରୋଗ ଆସୁଛି । ପ୍ରାୟତଃ ଏହି ପାଣିଖିଆ ସଂକ୍ରମଣ ଲୋକଙ୍କୁ ହଇରାଣ କରୁଛି ।  ହଁ, ମୌସୁମୀ ସମୟରେ ପାଣିଖିଆ ସଂକ୍ରମଣ ଅଧିକ ଦେଖାଯାଏ । ପୋଷାକ…